ଭାରତକୁ ୬୪ ରନ୍‌ରେ ୪ର୍ଥ ଝଟ୍‌କା

ଫ୍ଲରିଡା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ୯୬ ରନ୍‌ର ପିଛା କରୁଥିବା ଟିମ୍‌ ଇଣ୍ଡିଆ ୬୪ ରନ୍‌ରେ ୪ର୍ଥ ୱିକେଟ୍‌ ହରାଇଛି। ମନୀଷ ପାଣ୍ଡେ ୧୯ ରନ୍‌ କରି କୀମୋ ପଲ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଛନ୍ତି। ଭାରତକୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୪୮ ବଲ୍‌ରେ ୩୦ ରନ୍‌ର ଆବଶ୍ୟକତା ରହିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୧୨ ଓଭର୍‌ରେ ୪ ୱିକେଟ୍‌ ହରାଇ ୬୬ ରନ୍‌ କରିଛି। ଅଧିନାୟକ […]

hjkl

hjkl

Hemant Lenka
  • Published: Saturday, 03 August 2019
  • Updated: 04 August 2019, 08:10 AM IST

Sports

Latest News

ଫ୍ଲରିଡା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌କୁ ଜିତିବା ପାଇଁ ୯୬ ରନ୍‌ର ପିଛା କରୁଥିବା ଟିମ୍‌ ଇଣ୍ଡିଆ ୬୪ ରନ୍‌ରେ ୪ର୍ଥ ୱିକେଟ୍‌ ହରାଇଛି। ମନୀଷ ପାଣ୍ଡେ ୧୯ ରନ୍‌ କରି କୀମୋ ପଲ୍‌ଙ୍କ ବଲ୍‌ରେ କ୍ଲିନ୍‌ ବୋଲ୍ଡ ହୋଇଯାଇଛନ୍ତି।

ଭାରତକୁ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ୪୮ ବଲ୍‌ରେ ୩୦ ରନ୍‌ର ଆବଶ୍ୟକତା ରହିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ୧୨ ଓଭର୍‌ରେ ୪ ୱିକେଟ୍‌ ହରାଇ ୬୬ ରନ୍‌ କରିଛି। ଅଧିନାୟକ ବିରାଟ କୋହଲି ୧୮ ଓ କୃନାଲ ପାଣ୍ଡ୍ୟା ୧ ରନ୍‌ କରି ଅପରାଜିତ ରହିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମା(୨୪), ଶିଖର ଧୱନ(୧), ରିଷଭ ପନ୍ତ(୦) ଆଉଟ୍‌ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story