ଭାରତ ୪୧୭ରେ ଅଲ୍‌ଆଉଟ୍‌, ଇଂଲଣ୍ଡ ୭୮/୪

ମୋହାଲି: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୧୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ଦଳ ୬ ୱିକେଟ୍ ହରାଇ ୨୭୧ ରନ୍ କରିଥିବା ବେଳେ ଆଜି ଆଉ ୧୪୬ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଗତକାଲିଠାରୁ ଯଥାକ୍ରମେ ୫୭ ଓ ୩୧ ରନ୍ କରି ନଟ୍ ଆଉଟ୍ ଥିବା ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଆଜି ଇନିଂସକୁ ଆଗେଇ ନେଇଥିଲେ। ଅଶ୍ୱିନ ୧୧୩ଟି ବଲ୍‌ରେ ୭୨ ରନ୍ କରି ଆଉଟ୍ ହୋଇଥିବା […]

ph

ph

Rakesh Mallick
  • Published: Monday, 28 November 2016
  • Updated: 28 November 2016, 08:48 PM IST

Sports

Latest News

phମୋହାଲି: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୪୧୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ଦଳ ୬ ୱିକେଟ୍ ହରାଇ ୨୭୧ ରନ୍ କରିଥିବା ବେଳେ ଆଜି ଆଉ ୧୪୬ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଗତକାଲିଠାରୁ ଯଥାକ୍ରମେ ୫୭ ଓ ୩୧ ରନ୍ କରି ନଟ୍ ଆଉଟ୍ ଥିବା ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡେଜା ଆଜି ଇନିଂସକୁ ଆଗେଇ ନେଇଥିଲେ। ଅଶ୍ୱିନ ୧୧୩ଟି ବଲ୍‌ରେ ୭୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜାଡେଜା ୧୭୦ଟି ବଲ୍‌ରୁ ୯୦ ରନ୍ କରିଥିଲେ। ଦଳର ଆବଶ୍ୟକ ସମୟରେ ଜୟନ୍ତ ଯାଦବ ମଧ୍ୟ ଏକ ଭଲ ଇନିଂସ ଖେଳିଳେ। ସେ ୧୪୧ଟି ବଲ୍‌ରୁ ୫୫ ରନ୍ କରିଥିଲେ। ଉମେଶ ଯାଦବ ୧୨ ରନ୍ କରି ଆଉଟ୍ ହୋଇଯାଇଥିବା ବେଳେ ମହମ୍ମଦ ସାମି ୧ ରନ୍ କରି ଅପରାଜିତ ରହିଥିଲେ।

ଅନ୍ୟପକ୍ଷରେ ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଇଂଲଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଆଜି ଖେଳ ଶେଷ ସୁଦ୍ଧା ୭୮ ରନ୍ କରି ୪ଟି ୱିକେଟ୍ ହରାଇଛି। ଅଧିନାୟକ ଆଲିଷ୍ଟର କୁକ୍ ୧୨ ରନ୍ କରି ଆଉଟ୍ ହୋଇଥିବା ବେଳେ ଜୋ ରୁଟ୍ ୩୬ ରନ୍ କରି ଅପରାଜିତ ଅଛନ୍ତି। ମୋଇନ ଅଲ୍ଲୀ ୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ବେନ୍ ଷ୍ଟୋକ୍ସ ଓ ଜନି ବେରଷ୍ଟୋ ଯଥାକ୍ରମେ ୫ ଓ ୧୫ ରନ୍ କରି ଆଉଟ୍ ହୋଇଯାଇଥିଲେ।

 ଭାରତ ପକ୍ଷରୁ ଅଶ୍ୱିନ ୩ଟି ୱିକେଟ୍ ନେଇଥିବା ବେଳେ ଜୟନ୍ତ ଯାଦବ ଗୋଟିଏ ୱିକେଟ୍ ହାତେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story