ଅଷ୍ଟ୍ରେଲିଆକୁ ୫୦ ରନ୍‌ରେ ହରାଇ ଦ୍ୱିତୀୟ ଦିନିକିଆକୁ କବ୍‌ଜା କଲା ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦ୍ୱିତୀୟ ଦିନିକିଆକୁ ବି କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ। ୫୦ ରନରେ ଅଷ୍ଟ୍ରେଲିଆକୁ ହରାଇ କୋଲକାତା ଦିନିକିଆକୁ ନିଜ ନାଁରେ କରିନେଇଛି ଇଣ୍ଡିଆ। ଏହାସହ ୫ଟିକିଆ ସିରିଜରେ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି। ଆଜି ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୫୨ କରିଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ୯୨ ରନ୍‌ କରିଥିବା ବେଳେ ରାହାନେ ୫୫ରନ୍‌ର ପାଳି ଖେଳି ଟିମ୍‌ର ସ୍କୋରକୁ ୨୫୨ରନ୍‌ରେ ପହଞ୍ଚାଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୨୦୨ ରନ୍‌ରେ […]

Rakesh Mallick
  • Published: Thursday, 21 September 2017
  • Updated: 21 September 2017, 10:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଦ୍ୱିତୀୟ ଦିନିକିଆକୁ ବି କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ। ୫୦ ରନରେ ଅଷ୍ଟ୍ରେଲିଆକୁ ହରାଇ କୋଲକାତା ଦିନିକିଆକୁ ନିଜ ନାଁରେ କରିନେଇଛି ଇଣ୍ଡିଆ। ଏହାସହ ୫ଟିକିଆ ସିରିଜରେ ଇଣ୍ଡିଆ ୨-୦ରେ ଅଗ୍ରଣୀ ରହିଛି। ଆଜି ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୨୫୨ କରିଥିଲା। ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲି ୯୨ ରନ୍‌ କରିଥିବା ବେଳେ ରାହାନେ ୫୫ରନ୍‌ର ପାଳି ଖେଳି ଟିମ୍‌ର ସ୍କୋରକୁ ୨୫୨ରନ୍‌ରେ ପହଞ୍ଚାଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୨୦୨ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ସ୍ମିଥ୍‌ ଓ ଷ୍ଟୋନିସ୍‌ ଅର୍ଦ୍ଧଶତକୀୟ ପାଳି ଖେଳିଥିବା ବେଳେ ଅନ୍ୟକୌଣସି ଖେଳାଳି ଭାରତୀୟ ବୋଲରଙ୍କୁ ସାମ୍ନା କରିପାରିନଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ତାଙ୍କ ଜୀବନର ପ୍ରଥମ ହ୍ୟାଟ୍ରିକ ୱିକେଟ୍‌ ଅର୍ଜନ କରିଥିଲେ। ସେ ନିଜର ୮ମ ଓଭର ବୋଲିଂ କରୁଥିବା ସମୟରେ ଏହି ସଫଳତା ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story