ବାଙ୍ଗାଲୋର ଟେଷ୍ଟ: ସମ୍ମାନ ବଞ୍ଚେଇବାକୁ ଭାରତର ପ୍ରୟାସ

ବାଙ୍ଗାଲୋର: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ତୃତୀୟ ଦିନରେ ଚେତେଶ୍ୱର ପୂଜାରା ଭାରତର ସମ୍ମାନ ରଖିଛନ୍ତି। ତୃତୀୟ ଦିନରେ ଭାରତ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଉପରୁ ଏବେ ବି ବିପଦ ଟଳିନାହିଁ। ଆଜିର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ପାଳିରେ ୪ ୱିକେଟ୍‌ ହରାଇ ୨୧୩ ରନ ସଂଗ୍ରହ କରିଛି। ଦଳ ଏବେ ୧୨୬ ରନ୍‌ର ଅଗ୍ରଣୀ ହାସଲ କରିଛି।ପୂଜାରା ୭୯ ଏବଂ ଆଜିଙ୍କ୍ୟ ରାହାଣେ ୪୦ ରନ୍‌ କରି ଅପରାଜିତ ଅଛନ୍ତି। ଆଜି […]

india-test

india-test

Rakesh Mallick
  • Published: Monday, 06 March 2017
  • Updated: 06 March 2017, 10:27 PM IST

Sports

Latest News

ବାଙ୍ଗାଲୋର: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ତୃତୀୟ ଦିନରେ ଚେତେଶ୍ୱର ପୂଜାରା ଭାରତର ସମ୍ମାନ ରଖିଛନ୍ତି। ତୃତୀୟ ଦିନରେ ଭାରତ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଦଳ ଉପରୁ ଏବେ ବି ବିପଦ ଟଳିନାହିଁ। ଆଜିର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ପାଳିରେ ୪ ୱିକେଟ୍‌ ହରାଇ ୨୧୩ ରନ ସଂଗ୍ରହ କରିଛି। ଦଳ ଏବେ ୧୨୬ ରନ୍‌ର ଅଗ୍ରଣୀ ହାସଲ କରିଛି।ପୂଜାରା ୭୯ ଏବଂ ଆଜିଙ୍କ୍ୟ ରାହାଣେ ୪୦ ରନ୍‌ କରି ଅପରାଜିତ ଅଛନ୍ତି। ଆଜି ଅଷ୍ଟ୍ରେଲିଆ ୨୭୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୭ଟି ୱିକେଟ୍‌ ନେଇଥିବା ବେଳେ ରବୀଚନ୍ଦ୍ରନ ଅଶ୍ୱିନ ୨ଟି, ଉମେଶ ଯାଦାବ ଏବଂ ଇଶାନ୍ତ ଶର୍ମା ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ମାତ୍ର ୧୮୯ ରନ୍‌ରେ ପ୍ରଥମ ପାଳିରେ ଅଲ୍‌ଆଉଟ୍‌ ହୋଇଯାଇଥିବା ଭାରତର ଦ୍ୱିତୀୟ ପାଳି ଆରମ୍ଭ ଭଲ ହୋଇ ନ ଥିଲା। ଓପ୍ନର ଅଭିନଭ ମୁକୁନ୍ଦ ମାତ୍ର ୧୬ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ଅଧିନାୟକ ବିରାଟ କୋହଲ ମଧ୍ୟ କିଛି ଖାସ୍‌ କରିପାରି ନ ଥିଲେ। ମାତ୍ର ୧୫ ରନ୍‌ କରି ସେ ମଧ୍ୟ ଆଉଟ୍‌ ହୋଇଯାଇଥିଲେ। ବ୍ୟାଟିଂ ଅର୍ଡରରେ ପ୍ରମୋସନ୍‌ ପାଇ ପଡିଆକୁ ଆସିଥିବା ଜାଡେଜା ମାତ୍ର ୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତେବେ ପାଳି ଓପନ କରିଥିବା ଅନ୍ୟତମ ବ୍ୟାର୍ଟ୍ସମ୍ୟାନ ଲୋକେଶ ରାହୁଲ ୫୧ ରନ୍‌ର ଭଲ ଇନିଂସ ଖେଳି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story