ତୃତୀୟ ଟେଷ୍ଟ: ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ରାଞ୍ଚି: ରାଞ୍ଚି ଜେଏସ୍‌ଇଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମାର୍ଦ୍ଧା ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍‌ ହରାଇ ୭୮ ରନ୍‌ କରିଛି। ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନିଂ କରିବାକୁ ଆସିଥିବା ମେଟ୍‌ ରେନ୍‌ସୋ ଓ ଡେଭିଡ୍‌ ୱାର୍ଣ୍ଣର ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୱାର୍ଣ୍ଣର ୧୯ ରନ୍‌ କରି ରବିନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇ ଯାଇଥିଲେ। ପରେ ବ୍ୟାଟିଂ କରିବାକୁ […]

india-austrila

india-austrila

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 11:22 AM IST

Sports

Latest News

ରାଞ୍ଚି: ରାଞ୍ଚି ଜେଏସ୍‌ଇଏ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମାର୍ଦ୍ଧା ସୁଦ୍ଧା ଅଷ୍ଟ୍ରେଲିଆ ଗୋଟିଏ ୱିକେଟ୍‌ ହରାଇ ୭୮ ରନ୍‌ କରିଛି।

ଅଷ୍ଟ୍ରେଲିଆ ପକ୍ଷରୁ ଓପ୍ନିଂ କରିବାକୁ ଆସିଥିବା ମେଟ୍‌ ରେନ୍‌ସୋ ଓ ଡେଭିଡ୍‌ ୱାର୍ଣ୍ଣର ବେଶୀ ସମୟ କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୱାର୍ଣ୍ଣର ୧୯ ରନ୍‌ କରି ରବିନ୍ଦ୍ର ଜାଡେଜାଙ୍କ ବଲ୍‌ରେ ଆଉଟ୍‌ ହୋଇ ଯାଇଥିଲେ। ପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ସ୍ମିଥ୍‌ ୨ ରନ୍‌ ଓ ଅନ୍ୟତମ ଓପ୍ନର ମେଟ୍‌ ୪୪ ରନ୍‌ କରି କ୍ରିଜ୍‌ରେ ଅଛନ୍ତି।

ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ଜିତି ଥିବା ବେଳେ ଦ୍ୱିତୀୟ ଟେଷ୍ଟକୁ ଭାରତ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story