ନ୍ୟୁଜିଲ୍ୟାଣ୍ଡକୁ ୪-୧ରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌

କାନବେରା: ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ମହିଳା ଦଳ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୪-୧ ଗୋଲରେ ପରାସ୍ତ କରିଛି। ଭାରତୀୟ ମହିଳା ଟିମ୍‌ ପକ୍ଷରୁ ଶର୍ମିଲା ଦେବୀ ୨ଟି ଗୋଲ ଦେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ର ୪ର୍ଥ ମିନିଟରେ ଭାରତୀୟ ଗୋଲ ପୋଷ୍ଟକୁ ବଲ ମାରି ୧-୦ରେ ଆଗୁଆ ହୋଇଯାଇଥିଲା। ହେଲେ ଶୂନରୁ ଖେଳ ଆରମ୍ଭ କରି ଭାରତୀୟ ଜୁନିୟର ମହିଳା ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ସକ୍ଷମ ହୋଇଛି। […]

cvq

cvq

Hemant Lenka
  • Published: Saturday, 07 December 2019
  • Updated: 07 December 2019, 04:12 PM IST

Sports

Latest News

କାନବେରା: ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ହକି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଜୁନିୟର ମହିଳା ଦଳ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ୪-୧ ଗୋଲରେ ପରାସ୍ତ କରିଛି। ଭାରତୀୟ ମହିଳା ଟିମ୍‌ ପକ୍ଷରୁ ଶର୍ମିଲା ଦେବୀ ୨ଟି ଗୋଲ ଦେଇ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍‌ର ୪ର୍ଥ ମିନିଟରେ ଭାରତୀୟ ଗୋଲ ପୋଷ୍ଟକୁ ବଲ ମାରି ୧-୦ରେ ଆଗୁଆ ହୋଇଯାଇଥିଲା। ହେଲେ ଶୂନରୁ ଖେଳ ଆରମ୍ଭ କରି ଭାରତୀୟ ଜୁନିୟର ମହିଳା ଟିମ୍‌ ନ୍ୟୁଜିଲ୍ୟାଣ୍ଡକୁ ହରାଇବାରେ ସକ୍ଷମ ହୋଇଛି।

ଭାରତ ପକ୍ଷରୁ ଶର୍ମିଲା ଦେବୀ (୧୨ତମ ମିନିଟ୍‌ ଓ ୪୩ ମିନିଟ୍‌) ଦୁଇଟି ଗୋଲ ଦେଇଥିବା ବେଳେ ବିୟୁଟି ଡୁଙ୍ଗଡୁଙ୍ଗ(୨୭ ମିନିଟ) ଓ ଲାର୍ଣ୍ଣିଡିକି(୪୮ତମ ମିନିଟ୍‌) ଗୋଟିଏ ଲେଖାଏ ଗୋଲ ସ୍କୋର କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ୪ର୍ଥ ମିନିଟ୍‌ରେ ଗୋଲ ଦେବା ପରେ ଭାରତୀୟ ମହିଳା ଦଳ ପାଲଟା ଆକ୍ରମଣ କରିଥିଲା। ମ୍ୟାଚ୍‌ର ୧୨ତମ ମିନିଟ୍‌ରେ ଶର୍ମିଲା ଗୋଲ ସ୍କୋର କରି ସ୍ଥିତି ୧-୧ରେ ବରାବର କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଉଭୟ ଦଳକୁ ଏକାଧିକ ସୁଯୋଗ ମିଳି ଥିଲେ ହେଁ କେହି ବି ଏହାକୁ ଗୋଲରେ ପରିଣତ କରିପାରି ନଥିଲେ।

ତେବେ ୨୭ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ବିୟୁଟି ଗୋଲରେ ପରିଣତ କରି ଦଳକୁ ୨-୧ରେ ଆଗୁଆ କରିଦେଇଥିଲେ। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ପେନାଲ୍ଟି କର୍ଣ୍ଣର ମିଳିଥିଲା। ହେଲେ ଭାରତର ଗୋଲ କିପର ବିଚୁ ଦେବୀ ଚମତ୍କାର ଢଙ୍ଗରେ ଏହାକୁ ଅଟକାଇ ଦେଇଥିଲେ।

ତୃତୀୟ କ୍ୱାର୍ଟର ଆରମ୍ଭରୁ ଉଭୟ ଦଳ ଧିମା ଖେଳିଥିଲେ। ହେଲେ ୪୩ତମ ମିନିଟ୍‌ରେ ଶର୍ମିଲା ଗୋଲ କରି ଭାରତକୁ ୩-୧ ଓ ଶେଷରେ ଲାର୍ଣ୍ଣିଡିକି ୪୮ମ ମିନିଟରେ ଗୋଲ ସ୍କୋର କରି ବ୍ୟବଧାନକୁ ୪-୧ କରି ଦେଇଥିଲେ। ନ୍ୟୁଜିଲ୍ୟାଣ୍ଡ ମହିଳା ଟିମ୍‌ ଶେଷ ଭାଗରେ ଗୋଲ ସ୍କୋର କରିବାକୁ ଜୋରଦାର ପ୍ରୟାସ କରିଥିଲେ ହେଁ ଭାରତୀୟ ମହିଳା ଟିମ୍‌ ଏହାକୁ ଭଣ୍ଡୁର କରି ଦେଇଥିଲା।

ଆସନ୍ତାକାଲି ଭାରତ ନିଜର ୪ର୍ଥ ତଥା ଶେଷ ମ୍ୟାଚ୍‌ରେ ଆୟୋଜନ ଅଷ୍ଟ୍ରେଲିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story