ଏଫଆଇଏଚ୍ ସିରିଜ୍ ଫାଇନାଲ୍ସ: ଉଜବେକିସ୍ତାନକୁ ହରାଇ ସେମିରେ ଭାରତ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ ବିଜୟଧାରା ଅବ୍ୟାହତ ରଖି ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ସୋମବାର ଭାରତୀୟ ପୁରୁଷ ହକି ଟିମ୍ ତା’ର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚରେ ଉଜବେକିସ୍ତାନକୁ ୧୦-୦ ଗୋଲ୍ ବ୍ୟବଧାନରେ ପରାସ୍ତ ସେମିଫାଇନାଲରେ ପ୍ରବେଶ କରିଛି। ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ରୁଷକୁ ୧୦-୦ ଏବଂ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ଆକାଶଦୀପ ସିଂହ […]

hockey

hockey

Hemant Lenka
  • Published: Monday, 10 June 2019
  • Updated: 10 June 2019, 10:05 PM IST

Sports

Latest News

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ ବିଜୟଧାରା ଅବ୍ୟାହତ ରଖି ହ୍ୟାଟ୍ରିକ୍ ବିଜୟ ହାସଲ କରିଛି। ସୋମବାର ଭାରତୀୟ ପୁରୁଷ ହକି ଟିମ୍ ତା'ର ତୃତୀୟ ତଥା ଶେଷ ପୁଲ୍ ମ୍ୟାଚରେ ଉଜବେକିସ୍ତାନକୁ ୧୦-୦ ଗୋଲ୍ ବ୍ୟବଧାନରେ ପରାସ୍ତ ସେମିଫାଇନାଲରେ ପ୍ରବେଶ କରିଛି।

ଏହା ପୂର୍ବରୁ ଭାରତ ପ୍ରଥମ ମ୍ୟାଚରେ ରୁଷକୁ ୧୦-୦ ଏବଂ ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଥିଲା। ଭାରତ ପକ୍ଷରୁ ଆକାଶଦୀପ ସିଂହ ହ୍ୟାଟ୍ରିକ୍ (୧୧ତମ, ୨୬ତମ, ୫୩ତମ) ଗୋଲ୍ ସ୍କୋର କରିଥିବା ବେଳେ ବରୁନ୍ କୁମାର (ଚତୁର୍ଥ, ୨୨ତମ) ଓ ମନଦୀପ ସିଂହ (୩୦ତମ, ୬୦ତମ) ଦୁଇଟି ଲେଖାଏଁ ଗୋଲ୍ ଦେଇଥିଲେ।

ଆଜି ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଆରମ୍ଭରୁ ଆକ୍ରମଣ କରିଥିଲା। ବିଶେଷକରି ପ୍ରଥମାର୍ଦ୍ଧ ଖେଳରେ ଭାରତର ଆକ୍ରମଣ ଆଗରେ ଉଜବେକିସ୍ତାନ ଆତ୍ମସମର୍ପଣ କରିଥିଲା। ପ୍ରଥମ ୩୦ ମିନିଟ୍ ଭିତରେ ୭ ଗୋଲ୍ ଦେଇ ଭାରତ ମ୍ୟାଚକୁ ଏକପ୍ରକାର ଜିତି ନେଇଥିଲା। ଏହି ଅର୍ଦ୍ଧରେ ବରୁନ୍ କୁମାର (ଚତୁର୍ଥ) ଭାରତକୁ ପ୍ରଥମ ସଫଳତା ଦେଇଥିଲେ।

ଏହା ପରେ ଆକାଶଦୀପ ସିଂହ (୧୧ତମ), ଓଡ଼ିଶା ଖେଳାଳି ଅମିତ୍ ରୋହିଦାସ (୧୫ତମ) ଗୋଟିଏ ଲେଖାଏ ଗୋଲ୍ ଦେଇ ପ୍ରଥମ କ୍ୱାର୍ଟର ସୁଦ୍ଧା ଭାରତକୁ ୩-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ମଧ୍ୟ ଭାରତର ଗୋଲ୍ ବର୍ଷା ଜାରି ରହିଥିଲା। ୨୨ତମ ମିନିଟରେ ବରୁନ୍ ନିଜର ଦ୍ୱିତୀୟ ତଥା ଭାରତ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିବା ବେଳେ ୨୬ତମ ମିନିଟରେ ଆକାଶଦୀପ ଆଉ ଏକ ଗୋଲ୍ ଦେଇ ଭାରତର ସ୍କୋରକୁ ୫-୦ରେ ପହଞ୍ଚାଇଥିଲେ।

ଏହା ପରେ ନୀଳକଣ୍ଠ ଶର୍ମା (୨୭ତମ) ଓ ମନଦୀପ ସିଂହ (୩୦ତମ) ଗୋଟିଏ ଲେଖାଏ ଗୋଲ୍ ଦେଇ ଭାରତକୁ ବଡ଼ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ଭାରତର ଆକ୍ରମଣ ସେତେଟା ପ୍ରଭାବୀ ନଥିଲା। ଏଥିରେ ଗୁରାସାହିବଜିତ୍ ସିଂହ (୪୫ତମ) ଭାରତ ପାଇଁ ଅଷ୍ଟମ, ଆକାଶଦୀପ ସିଂହ (୫୩ତମ) ନବମ ଏବଂ ମନଦୀପ ସିଂହ (୬୦ତମ) ଦଶମ ଗୋଲ୍ ଦେଇଥିଲେ। ଏଥିସହ ଭାରତ ମ୍ୟାଚକୁ ୧୦-୦ ଗୋଲରେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story