ଭାରତ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ

ବେଙ୍ଗାଲୁରୁ: ପାକିସ୍ତାନକୁ ୯ ୱିକେଟ୍‌ରେ ହରାଇ ଭାରତ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍‌ ଚାମ୍ପିଅନ ହୋଇଛି। ପାକିସ୍ତାନ ଦେଇଥିବା ୧୯୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଗୋଟିଏ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ପ୍ରକାଶ ଜୟରମଇହା ୬୦ ବଲ୍‌ରେ ୯୯ ରନ୍‌ କରି ଦଳ ବିଜୟରେ ପ୍ରମୁଖ ଭୁମିକା ନେଇଥିଲେ। ପ୍ରକାଶ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେବା ସହ ଟୁର୍ଣ୍ଣାମେଣ୍ଟର ବେଷ୍ଟ ୱିକେଟ କିପର ହୋଇଥିଲେ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ […]

Blind Cricket World Cup

Blind Cricket World Cup

Rakesh Mallick
  • Published: Sunday, 12 February 2017
  • Updated: 12 February 2017, 09:45 PM IST

Sports

Latest News

ବେଙ୍ଗାଲୁରୁ: ପାକିସ୍ତାନକୁ ୯ ୱିକେଟ୍‌ରେ ହରାଇ ଭାରତ ଟି-୨୦ ଦୃଷ୍ଟିହୀନ ବିଶ୍ୱକପ୍‌ ଚାମ୍ପିଅନ ହୋଇଛି। ପାକିସ୍ତାନ ଦେଇଥିବା ୧୯୮ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ଗୋଟିଏ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ଭାରତ ପକ୍ଷରୁ ପ୍ରକାଶ ଜୟରମଇହା ୬୦ ବଲ୍‌ରେ ୯୯ ରନ୍‌ କରି ଦଳ ବିଜୟରେ ପ୍ରମୁଖ ଭୁମିକା ନେଇଥିଲେ। ପ୍ରକାଶ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେବା ସହ ଟୁର୍ଣ୍ଣାମେଣ୍ଟର ବେଷ୍ଟ ୱିକେଟ କିପର ହୋଇଥିଲେ।

ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୮ ୱିକେଟ୍‌ ହରାଇ ୧୯୭ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos