ବାଂଲାଦେଶକୁ ୯ ୱିକେଟ୍‌ରେ ମାତ୍‌ ଦେଲା ଟିମ୍‌ ଇଣ୍ଡିଆ: ପାକିସ୍ତାନ ସହ ଫାଇନାଲ ମୁକାବିଲା

ବର୍ମିଂହାମ: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ  ବାଂଲାଦେଶକୁ ୯ ୱିକେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ (୧୨୩ ନଟ୍‌ ଆଉଟ୍‌) ଏବଂ ଅଧିନାୟକ ବିରାଟ୍‌ କୋହଲିଙ୍କ ଅପରାଜିତ ୯୬ ରନ୍‌ ବଳରେ ୫୯ ବଲ୍‌ ବାକି ଥାଇ ଭାରତ ଏହି ମ୍ୟାଚ୍‌ ଜିତି ନେଇଛି। ଅନ୍ୟତମ ଓପନ୍‌ର ଶିଖର ଧୱନ ୩୪ ବଲ୍‌ ଖେଳି ନିଜ ଷ୍ଟାଇଲରେ ୪୬ ରନ୍‌ କରି ଏକମାତ୍ର ଭାରତୀୟ ଭାବେ ଆଉଟ୍‌ ହୋଇଥିଲେ। […]

rohit-sharma

rohit-sharma

Rakesh Mallick
  • Published: Thursday, 15 June 2017
  • Updated: 15 June 2017, 10:26 PM IST

Sports

Latest News

ବର୍ମିଂହାମ: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ  ବାଂଲାଦେଶକୁ ୯ ୱିକେଟ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ। ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ (୧୨୩ ନଟ୍‌ ଆଉଟ୍‌) ଏବଂ ଅଧିନାୟକ ବିରାଟ୍‌ କୋହଲିଙ୍କ ଅପରାଜିତ ୯୬ ରନ୍‌ ବଳରେ ୫୯ ବଲ୍‌ ବାକି ଥାଇ ଭାରତ ଏହି ମ୍ୟାଚ୍‌ ଜିତି ନେଇଛି। ଅନ୍ୟତମ ଓପନ୍‌ର ଶିଖର ଧୱନ ୩୪ ବଲ୍‌ ଖେଳି ନିଜ ଷ୍ଟାଇଲରେ ୪୬ ରନ୍‌ କରି ଏକମାତ୍ର ଭାରତୀୟ ଭାବେ ଆଉଟ୍‌ ହୋଇଥିଲେ। ଆସନ୍ତା ରବିବାର ଭାରତ ଫାଇନାଲରେ ପାକିସ୍ତାନକୁ ଭେଟିବ।

ଟସ୍‌ ଜିତି ଭାରତ ଫିଲଡିଂ ନିଷ୍ପତ୍ତି ନେଇଥିଲା। ତମିମ୍‌ ଇକବାଲଙ୍କ ୭୦ ରନ୍‌ ଏବଂ ଏମ୍‌ ରହିମ ୬୧ ରନ୍‌ ବଳରେ ବାଂଲାଦେଶ ୭ ୱିକେଟ୍‌ ହରାଇ ୨୬୪ ରନ୍‌ କରିଥିଲା।

ଭାରତ ପକ୍ଷରୁ ଦୁଇ ଫେଷ୍ଟ ବୋଲର ଭୁବନେଶ୍ୱର କୁମାର ଏବଂ ଜସ୍‌ପ୍ରିତ ବୁମରା ଏବଂ ସ୍ପିନର କେଦାର ଯାଦବ ଅଧିନାୟକଙ୍କ ନିଷ୍ପତ୍ତି ଠିକ୍‌ ପ୍ରମାଣିତ କରିଥିଲେ। ସମସ୍ତେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ୪ ରନ୍‌ରେ ପରାସ୍ତ କରି ଫାଇନାଲକୁ ଯାଇଛି ପାକିସ୍ତାନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story