ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଟିଟିରେ ଭାରତକୁ ୪ ପଦକ

ନୂଆଦିଲ୍ଲୀ: ଭାରତୀୟ ଯୁବ ଟେବୁଲ ଟେନିସ୍ ଖେଳାଳି ମନାମାରେ ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଓପନ୍‌ରେ ନିଜର ଦବଦବା ପ୍ରଦର୍ଶନ କରିଛନ୍ତି।  ଭାରତୀୟ ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଛନ୍ତି। ଭାରତ ଗୋଟିଏ ସ୍ୱର୍ଣ୍ଣ ବ୍ୟତୀତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ କବଜା କରିଛି । ଭାରତୀୟ କ୍ୟାଡେଟ୍ ବାଳିକା ଟିମ୍ ଉକ୍ତ ଇଭେଣ୍ଟରେ ତିନୋଟି ଟିମ୍‌କୁ ଖେଳାଇଥିଲା। ଏହି ଖେଳାଳିମାନେ ସମସ୍ତ ତିନୋଟି ଯାକ ପଦକ ନିଜ ନାମରେ କରିଛନ୍ତି। ଭାରତ-ଏ’ […]

u

u

Hemant Lenka
  • Published: Saturday, 09 February 2019
  • Updated: 09 February 2019, 06:32 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ ଯୁବ ଟେବୁଲ ଟେନିସ୍ ଖେଳାଳି ମନାମାରେ ବାହରିନ୍ ଜୁନିୟର ଓ କ୍ୟାଡେଟ୍ ଓପନ୍‌ରେ ନିଜର ଦବଦବା ପ୍ରଦର୍ଶନ କରିଛନ୍ତି।  ଭାରତୀୟ ଖେଳାଳିମାନେ ଗୋଟିଏ ସ୍ୱର୍ଣ୍ଣ ସହ ୪ଟି ପଦକ ଜିତିଛନ୍ତି। ଭାରତ ଗୋଟିଏ ସ୍ୱର୍ଣ୍ଣ ବ୍ୟତୀତ ଦୁଇଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ କବଜା କରିଛି ।

ଭାରତୀୟ କ୍ୟାଡେଟ୍ ବାଳିକା ଟିମ୍ ଉକ୍ତ ଇଭେଣ୍ଟରେ ତିନୋଟି ଟିମ୍‌କୁ ଖେଳାଇଥିଲା। ଏହି ଖେଳାଳିମାନେ ସମସ୍ତ ତିନୋଟି ଯାକ ପଦକ ନିଜ ନାମରେ କରିଛନ୍ତି।

ଭାରତ-ଏ’ ସ୍ୱର୍ଣ୍ଣ, ଭାରତ-ବି’ ରୌପ୍ୟ ଏବଂ ଭାରତ-ସି’ ବ୍ରୋଞ୍ଜ ପଦକ ହାସଲ କରିଛି। ଯଶସ୍ୱିନୀ ଘୋରପଡେ ଏବଂ କାବ୍ୟା ଶ୍ରୀ ଭାସ୍କରଙ୍କୁ ନେଇ ଗଠିତ ଭାରତ-ବି’ ଟିମ୍ ପ୍ରଥମ ସେମିଫାଇନାଲ୍‌ରେ ଇଜିପ୍ଟକୁ ହରାଇଥିବା ବେଳେ ଇଣ୍ଡିଆ-ଏ’ ଟିମ୍ ଅନ୍ୟ ଏକ ସେମିରେ ଇଣ୍ଡିଆ-ସି’କୁ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା।

ଫାଇନାଲ୍‌ରେ ଇଣ୍ଡିଆ-ଏ’ର ସୁହାନା ସାଇନି ଓ ଅନାର୍ଗ୍ୟା ମଞ୍ଜୁନାଥ ୩-୨ରେ ଇଣ୍ଡିଆ-ବି’ର ଯଶସ୍ୱିନୀ ଓ କାବ୍ୟାଙ୍କୁ ହରାଇ ସ୍ୱର୍ଣ୍ଣ ପଦକ ଦଖଲ କରିଥିଲେ। ରାଉଣ୍ଡ ରବିନ୍ ଫର୍ମାଟରେ ଖେଳାଯାଉଥିବା ଜୁନିୟର ବାଳିକା ଇଭେଣ୍ଟରେ ଭାରତର ମନୁଶ୍ରୀ ପାଟିଲ ଓ ସ୍ୱସ୍ତିକା ଘୋଷ ପ୍ରଥମ ତିନୋଟି ମ୍ୟାଚ୍ ଜିତି ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲେ। କିନ୍ତୁ ଫାଇନାଲ୍‌ରେ ଏହି ଯୋଡ଼ି ରୁଷିଆ ନିକଟରୁ ୦-୩ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story