ମୋହାଲିରେ ଇଂଲଣ୍ଡକୁ ମାତ୍ ଦେଲା ଭାରତ

ମୋହାଲି: ମୋହାଲିଠାରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ବିରାଟ ବାହିନୀ ଇଂଲଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୨୮୩ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତୀୟ ଦଳ ବିରାଟଙ୍କ ୬୨ ରନ୍‌, ରବିଚନ୍ଦ୍ରନ ଅଶ୍ୱିନଙ୍କ ୭୨, ଜାଡେଜାଙ୍କ ୯୦ ଓ ଜୟନ୍ତ ଯାଦବ ୫୫ ରନ୍ ବଳରେ ଭାରତ ପ୍ରଥମ […]

virat

virat

Rakesh Mallick
  • Published: Tuesday, 29 November 2016
  • Updated: 29 November 2016, 06:30 PM IST

Sports

Latest News

viratମୋହାଲି: ମୋହାଲିଠାରେ ଖେଳା ଯାଇଥିବା ତୃତୀୟ ଟେଷ୍ଟରେ ବିରାଟ ବାହିନୀ ଇଂଲଣ୍ଡକୁ ୮ ୱିକେଟ୍‌ରେ ପରାସ୍ତ କରିଛି। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ୨-୦ରେ ଆଗୁଆ ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ୨୮୩ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଭାରତୀୟ ଦଳ ବିରାଟଙ୍କ ୬୨ ରନ୍‌, ରବିଚନ୍ଦ୍ରନ ଅଶ୍ୱିନଙ୍କ ୭୨, ଜାଡେଜାଙ୍କ ୯୦ ଓ ଜୟନ୍ତ ଯାଦବ ୫୫ ରନ୍ ବଳରେ ଭାରତ ପ୍ରଥମ ଇନିଂସରେ ୪୧୭ ରନ୍ କରି ଥିଲା। ଇଂଲଣ୍ଡ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୨୩୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା। ଫଳରେ ବିଜୟ ପାଇଁ ଭାରତକୁ ମାତ୍ର ୧୦୨ ରନ୍‌ର ଟାର୍ଗେଟ୍ ଦେଇଥିଲା ଇଂଲଣ୍ଡ। ଟିମ୍ ଇଣ୍ଡିଆ ଦୁଇ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଓପନର ମୁରଲୀ ବିଜୟ ଶୂନରେ ଆଉଟ୍ ହୋଇଥିବା ବେଳେ ଚେତେଶ୍ୱର ପୂଜାରା ୨୫ ରନ୍ କରିଥିଲେ। ତେବେ ୮ ବର୍ଷ ପରେ ଟେଷ୍ଟ୍ ଟିମ୍‌କୁ ଫେରିଥିବା ୱିକେଟ୍ କିପର ପାର୍ଥିବ ପଟେଲ ୬୭ ରନ୍ କରି ଅପରାଜିତ ରହିଥିଲେ। ଅଧିନାୟକ ବିରାଟ କୋହଲି ୬ ରନ୍ କରି ଅପରାଜିତ ରହିଥିଲେ।

ପ୍ରଥମ ଇନିଂସରେ ୯୦ ରନ୍ କରି ଭାରତକୁ ଅଗ୍ରଣୀ ଦେବାରେ ମୁଖ୍ୟ ଭୂମିକା ନିଭାଇ ଥିବା ତଥା ଉଭୟ ଇନିଂସରେ ମୋଟ ୪ଟି ୱିକେଟ୍ ନେଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story