ବକ୍ସିଂ ଡେ’ ଟେଷ୍ଟ: ୧୯୫ ରନରେ ଅଟକିଲା ଅଷ୍ଟ୍ରେଲିଆ, ଭାରତ ୩୬/୧

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଟିମ୍‌ର ଦବଦବା ଦେଖିବାକୁ ମିଳିଛି। ପ୍ରଥମେ ବୋଲିଂରେ ଯାଦୁ ଦେଖାଇବା ପରେ ବ୍ୟାଟିଂରେ ମଧ୍ୟ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୯୫ ରନରେ‌ ଅଲଆଉଟ ହୋଇଯିବାରୁ ଭାରତ ଆଜି ହିଁ ବ୍ୟାଟିଂ ଆରମ୍ଭ କରିଛି। ଆଜି ୧୧ ଓଭର ବ୍ୟାଟିଂ କରିଥିବା ଭାରତ ଗୋଟିଏ ୱିକେଟ ହରାଇ ୩୬ ରନ୍‌ କରିଛି। ଏହାର ଅର୍ଥ ଅଷ୍ଟ୍ରେଲିଆର […]

i

i

Hemant Lenka
  • Published: Saturday, 26 December 2020
  • Updated: 26 December 2020, 02:32 PM IST

Sports

Latest News

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ଟିମ୍‌ର ଦବଦବା ଦେଖିବାକୁ ମିଳିଛି। ପ୍ରଥମେ ବୋଲିଂରେ ଯାଦୁ ଦେଖାଇବା ପରେ ବ୍ୟାଟିଂରେ ମଧ୍ୟ ଅଷ୍ଟ୍ରେଲିଆ ଉପରେ ଚାପ ସୃଷ୍ଟି କରିବାକୁ ସକ୍ଷମ ହୋଇଛି ଟିମ ଇଣ୍ଡିଆ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୯୫ ରନରେ‌ ଅଲଆଉଟ ହୋଇଯିବାରୁ ଭାରତ ଆଜି ହିଁ ବ୍ୟାଟିଂ ଆରମ୍ଭ କରିଛି।

ଆଜି ୧୧ ଓଭର ବ୍ୟାଟିଂ କରିଥିବା ଭାରତ ଗୋଟିଏ ୱିକେଟ ହରାଇ ୩୬ ରନ୍‌ କରିଛି। ଏହାର ଅର୍ଥ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ସ୍କୋର ଠାରୁ ଦଳ ୧୫୯ ରନ୍‌ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଡେବ୍ୟୁଟାଣ୍ଟ ଶୁବମନ ଗିଲ୍‌ ୨୮ ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ୭ ରନ୍‌ କରି ଅପରାଜିତ ରହିଥିଲେ।

ଭାରତ ଏକାମାତ୍ର ୱିକେଟ ଭାବେ ମୟଙ୍କ ଅଗ୍ରୱାଲଙ୍କୁ ହରାଇଛି। ସେ ଇନିଂସ ଆରମ୍ଭର ପ୍ରଥମ ଓଭର୍‌ରେ ହିଁ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲରେ ଆଉଟ ହୋଇଥିଲେ। ମୟଙ୍କ ସଅଳ ଆଉଟ ହୋଇଥିବାରୁ ଅଷ୍ଟ୍ରେଲିଆର ବୋଲରମାନେ ଚାପ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲେ।

ହେଲେ ଗିଲ୍‌ ଓ ପୂଜାରା ଏହା କରାଇ ଦେଇ ନଥିଲେ। ବିଶେଷ କରି ଗିଲ୍‌ ଚମତ୍କାର ଶଟ୍‌ ମାରି ଅଷ୍ଟ୍ରେଲିଆ ବୋଲରଙ୍କୁ ନିରାଶ କରିଥିଲେ। ଅପରାଜିତ ୨୮ ରନ୍‌ କରିଥିବା ଗିଲ୍‌ ଏହି ଇନିଂସରେ ୫ଟଟି ଚୌକା ମାରିଛନ୍ତି।

ଆଜିଠାରୁ ମେଲବର୍ଣ୍ଣରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଦଳ ୧୦ ରନ୍‌ରେ ପ୍ରଥମ ୱିକେଟ ହରାଇଥିଲା। ଜୋ ବ୍ରନ୍ସ ଖାତା ଖୋଲିବା ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କ ଶିକାର ବନିଥିଲେ। ଦ୍ୱିତୀୟ ୱିକେଟ ପାଇଁ ମାଥ୍ୟୁ ୱେଡ ଓ ଲାବୁଶେନ ୨୫ ରନ ଯୋଡ଼ିଥିଲେ। ଏହି ସମୟରେ ରବି ଅଶ୍ୱିନ ୩୦ ରନ୍‌ କରିଥିବା ୱାଡେଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ।

ଦଳୀୟ ସ୍କୋର ୩୮ ବେଳେ ଘରୋଇ ଟିମ୍‌କୁ ବଡ଼ ଝଟକା ଲାଗିଥିଲା। ଷ୍ଟିଭ ସ୍ମିଥ ଖାତା ଖୋଲିବା ପୂର୍ବରୁ ହିଁ ଅଶ୍ୱିନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଟ୍ରାଭିସ ହେଡ୍‌ ଲଞ୍ଚ ଯାଏ ଲାବୁଶେନଙ୍କ ସହ ମିଶି ଦଳକୁ ଆଉ କୌଣସି କ୍ଷତି ସହିବାକୁ ଦେଇନଥିଲେ।

ଉଭୟ ୪ର୍ଥ ୱିକେଟ ପାଇଁ ୮୬ ରନ୍‌ର ଭାଗିଦାରୀ କରିଥିଲେ। ହେଲେ ପ୍ରଥମେ ଯଶପ୍ରୀତ ବୁମ୍ରା ୩୮ ରନ୍‌ କରିଥିବା ହେଡ୍‌ଙ୍କୁ ଆଉଟ କରି ଦେଇଥିଲେ। ଏହାପରେ ୪୮ ରନ୍‌ କରିଥିବା ଲାବୁଶେନଙ୍କୁ ମହମ୍ମଦ ସିରାଜ ପ୍ୟାଭିଲିୟନ ପଠାଇ ଅଷ୍ଟ୍ରେଲିଆକୁ ବଡ଼ ଝଟକା ଦେଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ୱିକେଟ।
୬ଷ୍ଠ ୱିକେଟ ପାଇଁ କ୍ୟାମେରୁନ ଗ୍ରୀନ ଓ ଅଧିନାୟକ ଟିମ୍‌ ପେନ୍‌ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ମହମ୍ମଦ ସିରାଜ ଏହା କରାଇ ଦେଇ ନଥିଲେ। ସେ ଗ୍ରୀନ(୧୨)ଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ୬ଷ୍ଠ ଝଟକା ଦେଇଥିଲେ। ପେନ୍‌ ମଧ୍ୟ ୧୩ ରନ୍‌ କରି ଅଶ୍ୱିନଙ୍କ ତୃତୀୟ ଶିକାର ବନିଥିଲେ।

ମିଚେଲ ଷ୍ଟାର୍କ(୭) ଓ ନାଥନ ଲାୟନ(୨୦) ବୁମ୍ରାଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଶେଷରେ ଜାଡେଜା ୯ ରନ୍‌ କରିଥିବା ପ୍ୟାଟ କମିନ୍ସଙ୍କୁ ଆଉଟ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୯୫ରେ ଶେଷ ହୋଇଥିଲା।

ବୁମ୍ରା ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରବି ଅଶ୍ୱିନ ୩ଟି, ମହମ୍ମଦ ଶିରାଜ ୨ଟି ଓ ରବୀନ୍ଦ୍ର ଜାଡେଜାଙ୍କ ଖାତାକୁ ଗୋଟିଏ ୱିକେଟ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story