ଜାନୁଆରୀରେ ଜିମ୍ବାୱେ ନୁହେଁ ଟି-୨୦ ଖେଳିବାକୁ ଭାରତ ଆସିବ ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭରୁ ଭାରତୀୟ କ୍ରିକେଟ ପ୍ରେମୀ ଟି-୨୦ କ୍ରିକେଟର ମଜାନେବେ। କାରଣ ଜାନୁଆରୀ ପ୍ରଥମ ସପ୍ତାହରୁ ଘରୋଇ ପରିବେଶରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ଆଜି ଏନେଇ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଜିମ୍ବାୱେ ସହ ଟିମ ଇଣ୍ଡିଆ ଟି-୨୦ ସିରିଜ୍‌ ଖେଳିବାର ଥିଲା। ହେଲେ ଆଇସିସି ଜିମ୍ୱାୱେ କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଥିଲା। ଏଥିପାଇଁ ବିସିସିଆଇ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଏନେଇ […]

uy

uy

Hemant Lenka
  • Published: Wednesday, 25 September 2019
  • Updated: 25 September 2019, 06:04 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାବର୍ଷ ଆରମ୍ଭରୁ ଭାରତୀୟ କ୍ରିକେଟ ପ୍ରେମୀ ଟି-୨୦ କ୍ରିକେଟର ମଜାନେବେ। କାରଣ ଜାନୁଆରୀ ପ୍ରଥମ ସପ୍ତାହରୁ ଘରୋଇ ପରିବେଶରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ୍‌ ଖେଳାଯିବ। ଆଜି ଏନେଇ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ପୂର୍ବରୁ ଜିମ୍ବାୱେ ସହ ଟିମ ଇଣ୍ଡିଆ ଟି-୨୦ ସିରିଜ୍‌ ଖେଳିବାର ଥିଲା। ହେଲେ ଆଇସିସି ଜିମ୍ୱାୱେ କ୍ରିକେଟ ବୋର୍ଡକୁ ନିଲମ୍ବିତ କରିଥିଲା। ଏଥିପାଇଁ ବିସିସିଆଇ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡକୁ ଏନେଇ ଅବଗତ କରାଇଥିଲା ଏବଂ ଶ୍ରୀଲଙ୍କା ଟିମ ଭାରତ ସହ ଟି-୨୦ ସିରିଜ୍‌ ଖେଳିବାକୁ ପ୍ରସ୍ତାବ ଦେଇଥିଲା।

ଏବେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ବିସିସିଆଇ ପ୍ରସ୍ତାବକୁ ଗ୍ରହଣ କରିଛି। ୨୦୨୦ ଜାନୁଆରୀ ମାସରେ ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଭାରତ ଗସ୍ତରେ ଆସିବ। ଘୋଷଣା ଅନୁଯାୟୀ, ଜାନୁଆରୀ ୫ରୁ ଜାନୁଆରୀ ୧୦ ମଧ୍ୟରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ଟିକିଆ ଟି-୨୦ ସିରିଜ ଖେଳାଯିବ। ପ୍ରଥମ ଟି-୨୦ ଜାନୁଆରୀ ୫ ଗୁଆହାଟୀ, ଦ୍ୱିତୀୟ ଟି-୨୦ ୭ ତାରିଖରେ ଇନ୍ଦୋର ଓ ତୃତୀୟ ଟି-୨୦ ପୁଣେ ଠାରେ ଜାନୁଆରୀ ୧୦ରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story