ଅଷ୍ଟ୍ରେଲିଆଠାରୁ ହାରିଲା ଭାରତୀୟ ପୁରୁଷ ହକି ଟିମ୍

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଟିମର ଅପରାଜେୟ ଧାରା ଭାଙ୍ଗିଛି। ବୁଧବାର ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆ ସିନିୟର ଟିମ୍ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୦-୪ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ପ୍ରଥମ ତିନୋଟି ମ୍ୟାଚରେ ଅପରାଜେୟ ରହିଥିଲା। ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ଏବଂ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଏ’କୁ ହରାଇଥିଲା। ତୃତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ଏ ସହ ମ୍ୟାଚ୍ ଡ୍ର’ କରିଥିଲା। କିନ୍ତୁ ଆଜି ଅଷ୍ଟ୍ରେଲିଆର ସିନିୟର […]

hockey

hockey

Hemant Lenka
  • Published: Wednesday, 15 May 2019
  • Updated: 15 May 2019, 07:12 PM IST

ପର୍ଥ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ହକି ଟିମର ଅପରାଜେୟ ଧାରା ଭାଙ୍ଗିଛି। ବୁଧବାର ଭାରତୀୟ ହକି ଟିମ୍ ଅଷ୍ଟ୍ରେଲିଆ ସିନିୟର ଟିମ୍ ବିପକ୍ଷରେ ନୈରାଶ୍ୟଜନକ ପ୍ରଦର୍ଶନ କରି ୦-୪ ଗୋଲରେ ପରାସ୍ତ ହୋଇଛି। ଏହା ପୂର୍ବରୁ ଭାରତ ପ୍ରଥମ ତିନୋଟି ମ୍ୟାଚରେ ଅପରାଜେୟ ରହିଥିଲା।

ପ୍ରଥମ ମ୍ୟାଚରେ ଭାରତ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଥଣ୍ଡରଷ୍ଟିକ୍ସକୁ ଏବଂ ଦ୍ୱିତୀୟ ମ୍ୟାଚରେ ଅଷ୍ଟ୍ରେଲିଆ-ଏ'କୁ ହରାଇଥିଲା। ତୃତୀୟ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆ-ଏ ସହ ମ୍ୟାଚ୍ ଡ୍ର' କରିଥିଲା। କିନ୍ତୁ ଆଜି ଅଷ୍ଟ୍ରେଲିଆର ସିନିୟର ଟିମର ଆକ୍ରମଣ ଆଗରେ ଭାରତୀୟ ଟିମ୍ ଆତ୍ମସମର୍ପଣ କରିଛି।

ମ୍ୟାଚ୍ ଆରମ୍ଭରୁ ଅଷ୍ଟ୍ରେଲିଆ ଆକ୍ରମଣ କରିଥିଲା। ପ୍ରଥମ କ୍ୱାର୍ଟରର ଅନ୍ତିମ ତଥା ମ୍ୟାଚର ୧୫ତମ ମିନିଟରେ ବ୍ଲାକ୍ ଗୋଭର୍ସ ଗୋଟିଏ ଗୋଲ୍ ଦେଇ ଅଷ୍ଟ୍ରେଲିଆକୁ ୧-୦ରେ ଆଗୁଆ କରାଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଜେରେମି ହେୱାର୍ଡ (୨୦ତମ ମିନିଟ୍) ଅଷ୍ଟ୍ରେଲିଆ ପକ୍ଷରୁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା ଘରୋଇ ଟିମ୍ ୨-୦ରେ ଆଗୁଆ ରହିଥିଲା।

ତୃତୀୟ କ୍ୱାର୍ଟରରେ ଉଭୟ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ଭାରତ ଏହି କ୍ୱାର୍ଟରରେ କିଛି ସୁଯୋଗ ସୃଷ୍ଟି କରିଥିଲେ ହେଁ, ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଫଳରେ ଏହି କ୍ୱାର୍ଟର୍ ବିନା ଗୋଲରେ ଶେଷ ହୋଇଥିଲା । ଚତୁର୍ଥ କ୍ୱାର୍ଟରର ପ୍ରଥମ ୧୩ ମିନିଟ୍ ଗୋଲଶୂନ୍ୟ ରହିଥିଲା।

କିନ୍ତୁ ଅନ୍ତିମ ଦୁଇ ମିନିଟରେ ଲଗାତାର ଗୋଲ୍ ଦେଇ ଅଷ୍ଟ୍ରେଲିଆ ମ୍ୟାଚକୁ ଏକତରଫା ଭାବେ ଜିତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ୫୯ତମ ମିନିଟରେ ହେୱାର୍ଡ ଓ ୬୦ତମ ମିନିଟରେ ଗୋଭର୍ସ ଗୋଲ୍ ଦେଇଥିଲେ। ଶୁକ୍ରବାର ଚଳିତ ଗସ୍ତରେ ଭାରତ ତା'ର ପଞ୍ଚମ ତଥା ଅନ୍ତିମ ମୁକାବିଲା ପୁଣିଥରେ ଅଷ୍ଟ୍ରେଲିଆକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story