ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା, ଖାତା ଖୋଲିପାରିଲେନି ରାହୁଲ୍

ବର୍ମିଂହାମ୍: ୩୩୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଟିମ୍ ଓପ୍ନର୍ ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ତାଙ୍କୁ କ୍ରିସ୍ ଓକ୍ସ କଟ୍ ଆଣ୍ଡ ବୋଲ୍ଡ କରିଥିଲେ । ତାଙ୍କ ସହ ଓପନ୍ କରିବାକୁ ଆସିଥିବା ରୋହିତ୍ ଶର୍ମା ୮ ରନ୍ କରି ଅପରାଜିତ ଅଛନ୍ତି । ଏହା ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ […]

WOAKES

WOAKES

Hemant Lenka
  • Published: Sunday, 30 June 2019
  • Updated: 30 June 2019, 07:36 PM IST

Sports

Latest News

ବର୍ମିଂହାମ୍: ୩୩୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଟିମ୍ ଓପ୍ନର୍ ଲୋକେଶ ରାହୁଲ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ଫେରିଛନ୍ତି । ତାଙ୍କୁ କ୍ରିସ୍ ଓକ୍ସ କଟ୍ ଆଣ୍ଡ ବୋଲ୍ଡ କରିଥିଲେ । ତାଙ୍କ ସହ ଓପନ୍ କରିବାକୁ ଆସିଥିବା ରୋହିତ୍ ଶର୍ମା ୮ ରନ୍ କରି ଅପରାଜିତ ଅଛନ୍ତି ।

ଏହା ପୂର୍ବରୁ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୩୩୭ ରନ୍ କରିଥିଲା । ଟିମ୍ ପକ୍ଷରୁ ଜନ୍ନି ବେୟାରଷ୍ଟୋ ସର୍ବାଧିକ ୧୧୧ ରନ୍ କରିଥିବା ବେଳେ ବେନ୍ ଷ୍ଟୋକ୍ସ ୭୯ ଓ ଜେସନ୍ ରୟ ୬୬ ରନ୍ କରିଥିଲେ । ଭାରତର ସଫଳ ବୋଲର ଭାବେ ମହମ୍ମଦ ଶାମି ୫ଟି ୱିକେଟ୍ ନେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos