କେମିତି ରହିବ ଓଲଡ୍‌ ଟ୍ରାଫୋର୍ଡ ପିଚ୍‌, ଆଗ ବ୍ୟାଟିଂ ନା ବୋଲିଂ ?

ଲଣ୍ଡନ: ଆସନ୍ତାକାଲି ଐତିହାସିକ ମ୍ୟାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ଏହି ପିଚ୍‌ କାହାକୁ ସୁହାଇବ? କ’ଣ ଆସନ୍ତାକାଲି ବର୍ଷା ହେବ, ସେସବୁ ଆଶଙ୍କାରେ କ୍ରିକେଟ୍‌ ପ୍ରେମୀ ରହିଛନ୍ତି। ଆଜି ଓଲଡ୍‌ ଟ୍ରାଫୋର୍ଡରେ ଖରା ହୋଇଛି। ତଥାପି ଆକାଶରେ କଳାବାଦଲ ଘୁରି ବୁଲୁଛି। ତେଣୁ ଆସନ୍ତାକାଲି ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏହି ଗ୍ରାଉଣ୍ଡରେ ଏଯାଏ ୪୭ଟି ଦିନିକିଆ ଖେଳା ଯାଇଛି। ଭାରତ ଓ ପାକିସ୍ତାନ ୧୯୯୯ ବିଶ୍ୱକପ୍‌ରେ ଶେଷଥର […]

uo

uo

Hemant Lenka
  • Published: Saturday, 15 June 2019
  • Updated: 15 June 2019, 05:46 PM IST

Sports

Latest News

ଲଣ୍ଡନ: ଆସନ୍ତାକାଲି ଐତିହାସିକ ମ୍ୟାଞ୍ଚେଷ୍ଟରର ଓଲଡ୍‌ ଟ୍ରାଫୋର୍ଡ ଷ୍ଟାଡିୟମରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ହେବ। ଏହି ପିଚ୍‌ କାହାକୁ ସୁହାଇବ? କ’ଣ ଆସନ୍ତାକାଲି ବର୍ଷା ହେବ, ସେସବୁ ଆଶଙ୍କାରେ କ୍ରିକେଟ୍‌ ପ୍ରେମୀ ରହିଛନ୍ତି।

ଆଜି ଓଲଡ୍‌ ଟ୍ରାଫୋର୍ଡରେ ଖରା ହୋଇଛି। ତଥାପି ଆକାଶରେ କଳାବାଦଲ ଘୁରି ବୁଲୁଛି। ତେଣୁ ଆସନ୍ତାକାଲି ବର୍ଷାର ମଧ୍ୟ ଆଶଙ୍କା ରହିଛି। ଏହି ଗ୍ରାଉଣ୍ଡରେ ଏଯାଏ ୪୭ଟି ଦିନିକିଆ ଖେଳା ଯାଇଛି। ଭାରତ ଓ ପାକିସ୍ତାନ ୧୯୯୯ ବିଶ୍ୱକପ୍‌ରେ ଶେଷଥର ପାଇଁ ଏହି ପଡ଼ିଆରେ ଖେଳିଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ମ୍ୟାଚ୍‌ଟିକୁ ୪୭ ରନରେ ଜିତିଥିଲା।

ଏହି ପଡ଼ିଆରେ ଟସ୍‌ ଜିତିଥିବା ଦଳ ୧୯ଟି ମ୍ୟାଚ୍‌ ଜିତିଥିବା ବେଳେ ୨୬ଟିରେ ହାରିଛି। ଗୋଟିଏ ମ୍ୟାଚ୍‌ ବାତିଲ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚ୍‌ ବର୍ଷାରେ ଧୋଇ ଯାଇଥିଲା। ତେଣୁ ଟସ୍‌ ଜିତିବା ଓଲଡ୍‌ ଟ୍ରାଫୋର୍ଡରେ ଶୁଭଙ୍କର ହୋଇ ନପାରେ। ଅବଶ୍ୟ ୪୬ଟି ମ୍ୟାଚ୍‌ରୁ ଟସ୍‌ ଜିତି ବିଭିନ୍ନ ଦଳ ୨୮ଟି ଥର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି।

କିନ୍ତୁ ଏଠାରେ ଟସ୍‌ ଜିତିଲେ ଯେ ମ୍ୟାଚ୍‌ ଜିତିହେବ, ତା'ର ଗ୍ୟାରେଣ୍ଟୀ ନାହିଁ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୨୮ଟି ଦଳରୁ ମାତ୍ର ୧୦ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛନ୍ତି। ସେହିପରି ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଦଳ ୯ଥର ଜିତିଛନ୍ତି। ତେଣୁ ଟସ୍‌ ଜିତି ବୋଲିଂ କିମ୍ବା ବ୍ୟାଟିଂ କଲେ କିଛି ବି ଫରକ ପଡ଼ିବ ନାହିଁ।

ତେବେ ଟାର୍ଗେଟକୁ ଚେଜ୍‌ କରି ବିଭିନ୍ନ ଦଳ ୨୮ଟି ମ୍ୟାଚ୍‌ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୧୮ ଥର ଜିତିଛନ୍ତି। ତେଣୁ ଟସ ଜିତି ପ୍ରଥମେ ବୋଲିଂ କରିବା ଓ ପରେ ଟାର୍ଗେଟକୁ ଚେଜ୍‌ କରିବା ଉଚିତ ହେବ ବୋଲି କୁହାଯାଉଛି। ୨୦୧୮ରୁ ଭାରତ ୨୨ଟି ମ୍ୟାଚ୍‌ରେ ଚେଜ୍‌ କରି ୧୬ଟିରେ ଜିତିଛି। ତେଣୁ ଦଳ ଆସନ୍ତାକାଲି ଟସ୍‌ ଜିତି ବୋଲିଂ ନେଇପାରେ।

ଅନ୍ୟପକ୍ଷରେ ଇଂଲଣ୍ଡରେ ଏବେ ବର୍ଷା ହେଉଛି। ଏପରି ସ୍ଥିତିରେ ଡିଏଲ୍‌ ମେଥଡ୍‌ କାର୍ଯ୍ୟକାରୀ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ଟିମ୍‌ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ଶ୍ରେୟସ୍କର ମନେ କରିବ।

ଓଲଡ୍‌ ଟ୍ରାଫୋର୍ଡରେ ୩୦୦ରୁ ଅଧିକ ରନ୍‌ ମାତ୍ର ୩ଥର ହୋଇଛି। ଏଠାରେ ଦିନିକିଆରେ ହାରାହାରି ରନ୍‌ ୨୫୬। ଏହି ପିଚ୍‌ଟି ଦ୍ରୁତ ବୋଲରଙ୍କୁ ସୁହାଇବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story