ଡେଭିସ୍‌ କପ୍‌ ଖେଳିବାକୁ ପାକିସ୍ତାନ ଯିବ ଭାରତ!

ନୂଆଦିଲ୍ଲୀ: ଗୋଟିଏ ପଟେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକ୍‌ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଇସ୍‌ଲାମାବାଦ୍‌ ସହ ସମସ୍ତ କ୍ରୀଡ଼ା ସମ୍ପର୍କ ଛିନ୍ନ କରିବାକୁ ଦାବି ହେଉଛି। କିନ୍ତୁ ଟେନିସ୍‌ ଖେଳିବାକୁ ଭାରତ ବର୍ତ୍ତମାନ ପାକିସ୍ତାନ ଯିବାକୁ ରାଜି ଥିବା ଜଣାପଡ଼ିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ଗ୍ରୁପ୍‌ ୧ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଏହାର ଭେନ୍ୟୁ ବା ସ୍ଥାନ ପରିବର୍ତ୍ତନ କରିବାକୁ ସର୍ବ ଭାରତୀୟ ଟେନିସ୍‌ […]

d

d

Hemant Lenka
  • Published: Friday, 22 February 2019
  • Updated: 22 February 2019, 07:20 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ପଟେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକ୍‌ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଅନ୍ୟପଟେ ଇସ୍‌ଲାମାବାଦ୍‌ ସହ ସମସ୍ତ କ୍ରୀଡ଼ା ସମ୍ପର୍କ ଛିନ୍ନ କରିବାକୁ ଦାବି ହେଉଛି। କିନ୍ତୁ ଟେନିସ୍‌ ଖେଳିବାକୁ ଭାରତ ବର୍ତ୍ତମାନ ପାକିସ୍ତାନ ଯିବାକୁ ରାଜି ଥିବା ଜଣାପଡ଼ିଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ୍‌ କପ୍‌ ଗ୍ରୁପ୍‌ ୧ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ।

ଏହାର ଭେନ୍ୟୁ ବା ସ୍ଥାନ ପରିବର୍ତ୍ତନ କରିବାକୁ ସର୍ବ ଭାରତୀୟ ଟେନିସ୍‌ ଆସୋସିଏସନ୍‌(ଏଆଇଟିଏ) କହି ନଥିବାରୁ ପାକିସ୍ତାନ ଯାଇ ଭାରତ ମ୍ୟାଚ୍‌ ଖେଳିବ ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।

ସେପ୍ଟେମ୍ବର ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏହି ମ୍ୟାଚ୍‌ ହେବ। କିନ୍ତୁ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଆଦୌ ପାକିସ୍ତାନ ଯିବ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏଥିରେ ସତ୍ୟତା ନଥିବା ସ୍ପଷ୍ଟ ହୋଇଛି।

ଏଆଇଟିଏ ସେକ୍ରେଟାରୀ ଜେନେରାଲ ହିରଣ୍ୟମୟୀ ଚାଟାର୍ଜୀ କହିଛନ୍ତି, “ଆମେ କେବେ ହେଲେ ଡେଭିସ୍‌ କପ୍‌ର ସ୍ଥାନ ପରିବର୍ତ୍ତନ କରିବାକୁ କାହାକୁ ଅନୁରୋଧ କରିନାହୁଁ। ଏ ସଂକ୍ରାନ୍ତ ପ୍ରକାଶିତ ଖବର ସଂପୂର୍ଣ୍ଣ ଭିତ୍ତିହୀନ। ମ୍ୟାଚ୍‌ ଯାଇ ସେପ୍ଟେମ୍ବର ମାସରେ ରହିଛି। ସେତେବେଳେ ପରିସ୍ଥିତି କ’ଣ ଥିବ କିଏ କହିବ? ଫେବୃଆରୀ ମାସରୁ ସେପ୍ଟେମ୍ବର ମାସ କଥା ଚିନ୍ତା କରିବା ମୁର୍ଖାମୀର ପରିଚୟ। ଆମେ ଏହି ସମୟରେ ଅଧିକ କିଛି କହିବାକୁ ଚାହୁଁନାହୁଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story