ଭାରତ ଆଗରେ ୧୭୪ ରନ୍‌ର ଟାର୍ଗେଟ

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୧୭୪ ରନ୍‌ର ଟାର୍ଗେଟ ମିଳିଛି। ଏହା ୨୦-୨୦ ମ୍ୟାଚ୍‌ ହୋଇଥିଲେ ହେଁ ବର୍ଷା ଯୋଗୁ ଏହାକୁ ୧୭ ଓଭର୍‌ ବିଶିଷ୍ଟ କରାଯାଇଛି। ଅଷ୍ଟ୍ରେଲିଆ ୧୭ ଓଭର୍‌ରେ ୧୫୮ ରନ୍‌ କରିଥିଲେ ହେଁ ଡିଏଲ୍‌ ନିୟମ ଅନୁଯାୟୀ ଟିମ୍‌ ଇଣ୍ଡିଆକୁ ୧୭୪ ରନ୍‌ର ଟାର୍ଗେଟ ମିଳିଛି। ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ପ୍ରଥମ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୧୧ ରନ୍‌ […]

i

i

Hemant Lenka
  • Published: Wednesday, 21 November 2018
  • Updated: 21 November 2018, 04:00 PM IST

Sports

Latest News

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ବର୍ଷା ବାଧାପ୍ରାପ୍ତ ପ୍ରଥମ ଟି-୨୦ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୧୭୪ ରନ୍‌ର ଟାର୍ଗେଟ ମିଳିଛି। ଏହା ୨୦-୨୦ ମ୍ୟାଚ୍‌ ହୋଇଥିଲେ ହେଁ ବର୍ଷା ଯୋଗୁ ଏହାକୁ ୧୭ ଓଭର୍‌ ବିଶିଷ୍ଟ କରାଯାଇଛି।

ଅଷ୍ଟ୍ରେଲିଆ ୧୭ ଓଭର୍‌ରେ ୧୫୮ ରନ୍‌ କରିଥିଲେ ହେଁ ଡିଏଲ୍‌ ନିୟମ ଅନୁଯାୟୀ ଟିମ୍‌ ଇଣ୍ଡିଆକୁ ୧୭୪ ରନ୍‌ର ଟାର୍ଗେଟ ମିଳିଛି।

ଶେଷ ଖବର ସୁଦ୍ଧା ଟିମ୍‌ ଇଣ୍ଡିଆ ପ୍ରଥମ ଓଭର୍‌ରେ ବିନା କୌଣସି ୱିକେଟ୍‌ରେ ୧୧ ରନ୍‌ କରିଛି। ଶିଖର ଧୱନ ୮ ରନ୍‌ କରିଥିବା ବେଳେ ରୋହିତ ଶର୍ମା ୩ ରନ୍‌ କରି ଅପରାଜିତ ରହିଛନ୍ତି।
ଅଷ୍ଟ୍ରେଲିଆ ୧୬.୧ ଓଭର୍‌ରେ ୩ ୱିକେଟ୍‌ ହରାଇ ୧୫୩ ରନ୍‌ କରିଥିବା ବେଳେ ବର୍ଷା ହୋଇଥିଲା। ଫଳରେ ମ୍ୟାଚ୍‌ ଅଫିସିଆଲ୍‌ ଏହାକୁ ୧୭ ଓଭର୍‌କୁ ହ୍ରାସ କରିଥିଲେ। ଅର୍ଥାତ ବର୍ଷା ଛାଡ଼ିବା ପରେ ଅଷ୍ଟ୍ରେଲିଆ ୫ଟି ବଲ୍‌ ଖେଳିଥିଲା।

ଏହି ୫ଟି ବଲ୍‌ ମଧ୍ୟରୁ ପ୍ରଥମ ବଲ୍‌ରେ ସ୍ପିଡ୍‌ଷ୍ଟର ଯଶପ୍ରୀତ ବୁମ୍ରା ବିସ୍ଫୋରକ ମ୍ୟାକ୍ସୱେଲଙ୍କୁ ଆଉଟ୍‌ କରିଦେଇଥିଲେ। କଙ୍ଗାରୁ ବଳକା ୪ଟି ବଲ୍‌ରେ ୫ ରନ୍‌ କରିବା ସହ ଭାରତ ଆଗରେ ଚ୍ୟାଲେଞ୍ଜିଂ ୧୭୪ରନ୍‌ର ଟାର୍ଗେଟ ଦେଇଛି। ଅଷ୍ଟ୍ରେଲିଆ ୧୭ ଓଭର୍‌ରେ ୪ ୱିକେଟ୍‌ ହରାଇ ୧୫୮ ରନ୍‌ କରିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ସର୍ବାଧିକ ୪୬ ରନ୍‌ କରିଥିବା ବେଳେ ମାର୍କସ ଷ୍ଟୋଇନିସ୍‌ ୩୩ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଏହା ପୂର୍ବରୁ କ୍ରିସ୍‌ ଲୀନ୍‌ ୩୭ ଓ ଆରୋନ୍‌ ଫିଞ୍ଚ ୨୭ ରନ୍‌ କରି ଆଉଟ୍‌ ହୋଇଥିଲେ।

ଭାରତ ପକ୍ଷରୁ କୁଲଦୀପ ଯାଦବ ୨ଟି ୱିକେଟ୍‌ ନେଇଥିବା ବେଳେ ଖଲୀଲ ଅହମ୍ମଦ ଓ ବୁମ୍ରା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।
ଭାରତ ଟସ୍‌ ଜିତି ପ୍ରଥମ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story