ଆଜି ଦ୍ୱିତୀୟ ଦିନିକିଆ; ଭାରତ ପାଇଁ କର ବା ମର ସ୍ଥିତି

ପୁନେ: ଆଜି ପୁନେରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌। ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଏହି  ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡି‌ଆ ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। ଆଜିର ମ୍ୟାଚ୍‌ ଜିତି ସିରିଜକୁ ବରାବର ସ୍ଥିତିରେ ରଖିବାକୁ ଚାହିଁବ ବିରାଟ ବାହିନୀ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟିମ୍‌ର ଦମଦାର ବ୍ୟାଟିଂ ଭାରତୀୟ ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 08:49 AM IST

Sports

Latest News

ପୁନେ: ଆଜି ପୁନେରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌। ଆଜି ଅପରାହ୍ନ ସାଢ଼େ ଗୋଟାଏରୁ ଏହି  ମ୍ୟାଚ୍‌ ଆରମ୍ଭ ହେବ।

ପ୍ରଥମ ମ୍ୟାଚ୍‌ରେ ପରାଜୟର ସ୍ୱାଦ ଚାଖିଥିବା ଟିମ୍ ଇଣ୍ଡି‌ଆ ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। ଆଜିର ମ୍ୟାଚ୍‌ ଜିତି ସିରିଜକୁ ବରାବର ସ୍ଥିତିରେ ରଖିବାକୁ ଚାହିଁବ ବିରାଟ ବାହିନୀ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଟିମ୍‌ର ଦମଦାର ବ୍ୟାଟିଂ ଭାରତୀୟ ବୋଲରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଲାଥାମ ଓ ଟେଲରଙ୍କ ଯୋଡ଼ି ପ୍ରଥମ ମ୍ୟାଚ୍‌ ଜିତାଇଥିବାରୁ କିୱି ଦଳର ବ୍ୟାଟିଂ ସମ୍ପୂର୍ଣ୍ଣ ଭାବେ ଉଭୟଙ୍କ ଉପରେ ନିର୍ଭର କରିବ।

ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୬ ୱିକେଟ୍‌ରେ ଭାରତକୁ ହରାଇଥିଲା।

ତିନୋଟି ମ୍ୟାଚ୍ ବିଶିଷ୍ଟ ଏହି ଦିନିକିଆ ସିରିଜ୍‌ର ଶେଷ ମ୍ୟାଚ୍ ୨୯ ତାରିଖରେ କାନପୁରରେ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story