ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ୨୯୧ ରନ୍‌ରୁ ଖେଳ ଆରମ୍ଭ କରିବ ଭାରତ

କାନପୁର: କାନପୁରରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟର ଆଜି ଦ୍ୱିତୀୟ ଦିନ। ପ୍ରଥମ ଦିନର ଅସମାପ୍ତ ସ୍କୋର୍‌ ୯ ୱିକେଟ୍‌ରେ ୨୯୧ ରନ୍‌ରୁ  ଆଜି ଭାରତ ଖେଳ ଆରମ୍ଭ କରିବ। ଜାଡେଜା ୧୬ ଓ ଉମେଶ ଯାଦବ ୮ ରନ୍‌ରେ ଅପରାଜିତ ଅଛନ୍ତି।

ଗତକାଲି ମୂରଲୀ ବିଜୟ ୬୫ ଓ  ଚେତେଶ୍ୱର ପୂଜାରାଙ୍କ ୬୨ ରନ୍‌ ବଳରେ ଦଳ ସମ୍ମାନଜନକ ସ୍କୋରରେ ପହଞ୍ଚିଥିଲା।

ନ୍ୟୁଜିଲାଣ୍ଡ୍‌ ପକ୍ଷରୁ  ସ୍ୟାଣ୍ଟନ୍‌ର ଓ ବୋଲ୍‌ଟି ୩ଟି ଲେଖାଏଁ  ୱିକେଟ୍‌ ଅକ୍ତିଆର କରିଛନ୍ତି। କାନପୁରରେ ଭାରତ ତାର ୫୦୦ତମ ଟେଷ୍ଟ ଖେଳୁଛି।

ଆହୁରି ପଢ଼ନ୍ତୁ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ

ଦ୍ୱିତୀୟ ସୁପର ଓଭରରେ ବାଜି ଜିତିଲା ପଞ୍ଜାବ, ନିରାଶ ହେଲା ମୁମ୍ୱାଇ

ଫର୍ଗୁସନଙ୍କ କମାଲ୍: ସୁପର ଓଭରରେ ହାଇଦ୍ରାବାଦ ଚିତପଟାଙ୍ଗ୍

କଙ୍ଗନାଙ୍କ ଗୀତରେ ଝୁମିଲେ ଶିଖର ଧୱନ୍, ଦେଖନ୍ତୁ ଭିଡିଓ