ଆସନ୍ତାକାଲିଠୁ ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍‌

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍‌ ଇନ୍ଦୋରରେ ଖେଳାଯିବ। ସକାଳ ସାଢ଼େ ନଅଟାରୁ ମ୍ୟାଚ୍ ଆରମ୍ଭ ହେବ। ତିନିଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜ୍‌ ଜିତି ସାରିଛି। ତେବେ ଟିମ୍ ୩-୦ରେ ସିରିଜ୍ ପୋଛିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ସମ୍ମାନ ରଖିବା ପାଇଁ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଇଥିଲା। ଏଥିରେ ଭାରତ ୧୯୭ ରନ୍‌ରେ […]

teamindia

teamindia

Rakesh Mallick
  • Published: Friday, 07 October 2016
  • Updated: 08 October 2016, 09:38 AM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ଟେଷ୍ଟ୍‌ ଇନ୍ଦୋରରେ ଖେଳାଯିବ। ସକାଳ ସାଢ଼େ ନଅଟାରୁ ମ୍ୟାଚ୍ ଆରମ୍ଭ ହେବ। ତିନିଟି ମ୍ୟାଚ୍‌ ବିଶିଷ୍ଟ ଏହି ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜ୍‌ ଜିତି ସାରିଛି। ତେବେ ଟିମ୍ ୩-୦ରେ ସିରିଜ୍ ପୋଛିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ସମ୍ମାନ ରଖିବା ପାଇଁ ନ୍ୟୁଜିଲାଣ୍ଡ ଏହି ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ।

ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ କାନପୁରରେ ଖେଳା ଯାଇଥିଲା। ଏଥିରେ ଭାରତ ୧୯୭ ରନ୍‌ରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଏହା ଥିଲା ଭାରତର ୫୦୦ତମ ଟେଷ୍ଟ୍ ମ୍ୟାଚ୍। ସେହିପରି କୋଲକାତା ଟେଷ୍ଟ୍‌ରେ ଭାରତୀୟ ଦଳ ଭ୍ରମଣକାରୀ ଟିମ୍‌କୁ ୧୭୮ ରନ୍‌ରେ ହରାଇଥିଲା। ଏହି ଦୁଇଟି ବିଜୟ ସହିତ ଭାରତୀୟ ଦଳ ପୁଣି ଥରେ ଟେଷ୍ଟ୍ କ୍ରିକେଟ୍‌ର ୧ ନମ୍ବର ସ୍ଥାନକୁ ଫେରିଛି। ତୃତୀୟ ଟେଷ୍ଟ ଜିତି ଦଳ ଏହି ସ୍ଥାନ ବଜାୟ ରଖିବାକୁ ଉଦ୍ୟମ କରିବ।

ତୃତୀୟ ଟେଷ୍ଟରେ ଶିଖର ଧାୱନ ଖେଳିବେ ନାହିଁ। ବାମ ହାତର ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିବା ଯୋଗୁଁ ତାଙ୍କୁ ଏହି ଟେଷ୍ଟ୍‌ରୁ ବାଦ ଦିଆଯାଇଛି।

ଏହି ମ୍ୟାଚ୍‌ରେ ଗୌତମ ଗମ୍ଭୀର ଖେଳିବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story