ଭାରତ-ପାକ ଦ୍ୱିପାକ୍ଷିକ ସିରିଜ୍‌କୁ ଏହି ପୂର୍ବତନ କ୍ରିକେଟରଙ୍କ ନା

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ କେବେ ହେବ? ଏଭଳି ପ୍ରଶ୍ନ ସର୍ବଦା କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଏସବୁ ଭିତରେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟ ଚେତନ ଚୌହାନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଭାରତ-ପାକ ଦ୍ୱିପାକ୍ଷିକ ସିରିଜ୍‌ କେବେ ହେଲେ ଅନୁଷ୍ଠିତ ହେବା କଥା ନୁହେଁ।” ନିକଟରେ ଯୁବରାଜ ସିଂହ ଭାରତ-ପାକ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ସପକ୍ଷରେ ମତଦେଇଥିଲେ। ସେ କହିଥିଲେ, “ଲୋକଙ୍କୁ ପୁଣିଥରେ […]

qw

qw

Hemant Lenka
  • Published: Wednesday, 12 February 2020
  • Updated: 12 February 2020, 04:33 PM IST

Sports

Latest News

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍‌ କେବେ ହେବ? ଏଭଳି ପ୍ରଶ୍ନ ସର୍ବଦା କ୍ରିକେଟ ପ୍ରେମୀଙ୍କ ମନରେ ଉଙ୍କି ମାରୁଛି। ଏସବୁ ଭିତରେ ପୂର୍ବତନ କିମ୍ବଦନ୍ତୀ କ୍ରିକେଟ ଚେତନ ଚୌହାନ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, “ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଭାରତ-ପାକ ଦ୍ୱିପାକ୍ଷିକ ସିରିଜ୍‌ କେବେ ହେଲେ ଅନୁଷ୍ଠିତ ହେବା କଥା ନୁହେଁ।”

ନିକଟରେ ଯୁବରାଜ ସିଂହ ଭାରତ-ପାକ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ସପକ୍ଷରେ ମତଦେଇଥିଲେ। ସେ କହିଥିଲେ, “ଲୋକଙ୍କୁ ପୁଣିଥରେ କ୍ରିକେଟ ଦେଖିବାର ଅଭ୍ୟାସ କରାଇବା ପାଇଁ ଭାରତ-ପାକ ଦ୍ୱିପାକ୍ଷିକ ସିରିଜ ହେବା ଦରକାର।”

ଏହା ଉପରେ ପ୍ରତିକ୍ରିୟା ରଖି ଚେତନ କହିଛନ୍ତି, “ବର୍ତ୍ତମାନ ପରିସ୍ଥିତିରେ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ହେବା କଥା ଭୁଲି ଯିବା ଦରକାର। କାରଣ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଆଦୌ ଭଲ ନାହିଁ।

ତେଣୁ କ୍ରିକେଟ ସିରିଜ୍‌ କେବେ ହେଲେ ଆୟୋଜନ କରାଯିବା କଥା ନୁହେଁ। ପାକିସ୍ତାନରେ ଖେଳିବା ଆଦୌ ସୁରକ୍ଷିତ ନୁହେଁ। ଆତଙ୍କବାଦୀଙ୍କ ସହ କ୍ରିକେଟର କୌଣସି ସମ୍ପର୍କ ନଥାଏ। ଯେଉଁ ପର୍ଯ୍ୟନ୍ତ ପାକିସ୍ତାନରେ ଆତଙ୍କବାଦୀମାନେ ରହିଥିବେ, ସେତେଦିନ ଯାଏ ଭାରତ-ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story