ଧାର୍ଯ୍ୟ ସୂଚୀ ଅନୁସାରେ ଭାରତ-ପାକ୍‌ ମ୍ୟାଚ୍‌ ହେଉ: ସର୍ଫରାଜ ଅହମ୍ମଦ

ଇସ୍‌ଲାମାବାଦ: ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କ୍ରିକେଟର ଏହା ଉପରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, ବିଶ୍ୱକପ୍‌ରେ ଭାରତ ଓ ପାକ୍‌ ମ୍ୟାଚ୍‌ ଧାର୍ଯ୍ୟ ସୂଚୀ ଅନୁସାରେ ହିଁ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ। ସେ କହିଛନ୍ତି, “ ପୁଲୱାମା ଘଟଣା ପରେ କ୍ରିକେଟକୁ ଯେଉଁଭଳି ଟାର୍ଗେଟ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ। […]

sas

sas

Hemant Lenka
  • Published: Saturday, 23 February 2019
  • Updated: 23 February 2019, 07:00 PM IST

Sports

Latest News

ଇସ୍‌ଲାମାବାଦ: ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମ୍ୟାଚ୍‌କୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଜଣଙ୍କ ପରେ ଜଣେ କ୍ରିକେଟର ଏହା ଉପରେ ବୟାନ ଦେଇ ଚାଲିଛନ୍ତି। ଏହିକ୍ରମରେ ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଅଧିନାୟକ ସର୍ଫରାଜ ଅହମ୍ମଦ କହିଛନ୍ତି, ବିଶ୍ୱକପ୍‌ରେ ଭାରତ ଓ ପାକ୍‌ ମ୍ୟାଚ୍‌ ଧାର୍ଯ୍ୟ ସୂଚୀ ଅନୁସାରେ ହିଁ ହେବ। ଏଥିରେ କୌଣସି ପରିବର୍ତ୍ତନ ହେବନାହିଁ।

ସେ କହିଛନ୍ତି, “ ପୁଲୱାମା ଘଟଣା ପରେ କ୍ରିକେଟକୁ ଯେଉଁଭଳି ଟାର୍ଗେଟ କରାଯାଉଛି, ତାହା ଆଦୌ ଗ୍ରହଣୀୟ ନୁହେଁ। କ୍ରିକେଟ୍‌ ଓ ରାଜନୀତିକୁ ଏକାଠି କରିବା ଠିକ୍‌ ନୁହେଁ। ଲକ୍ଷ ଲକ୍ଷ ଲୋକ ଭାରତ-ପାକ୍ ମ୍ୟାଚ୍‌କୁ ଦେଖିବାକୁ ଅପେକ୍ଷା କରୁଛନ୍ତି। ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ମ୍ୟାଚ୍‌ଟି କାର୍ଯ୍ୟସୂଚୀ ଅନୁସାରେ ହେବା ଦରକାର। ନିଜର ରାଜନୀତିକ ସ୍ୱାର୍ଥ ସାଧନ ପାଇଁ କ୍ରିକେଟ୍‌କୁ ଟାର୍ଗେଟ କରାଯିବା ଠିକ୍‌ ନୁହେଁ। ପାକିସ୍ତାନରେ କେବେ ହେଲେ ଖେଳକୁ ରାଜନୀତିରେ ମିଶା ଯାଏ ନାହିଁ। ଭାରତ ଏହା ଶିଖିବା ଦରକାର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story