୧୦୬ ରନ୍‌ କରି ବି ଏସିଆ କପ୍‌ ଦଖଲ କଲା ଟିମ୍‌ ଇଣ୍ଡିଆ

କଲମ୍ବୋ: ଅଣ୍ଡର-୧୯ ଏସିଆ କପ୍‌ ଫାଇନାଲ୍‌ରେ ବାଂଲାଦେଶକୁ ରୋମାଞ୍ଚକର ଡଙ୍ଗରେ ମାତ୍ର ୫ ରନ୍‌ରେ ହରାଇ ଟିମ୍‌ ଇଣ୍ଡିଆ ଚାମ୍ପିୟନ ହୋଇଛି। ଏଥରକୁ ମିଶାଇ ଟିମ୍‌ ଇଣ୍ଡିଆ ୭ମଥର ପାଇଁ ଅଣ୍ଡର-୧୯ ଏସିଆ କପ୍‌ କବଜା କରିବାରେ ସକ୍ଷମ ହୋଇଛି। ଶ୍ରୀଲଙ୍କାର ଆରପିଏସ୍‌ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଫାଇନାଲ ମୁକାବିଲାରେ ପ୍ରଥମ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୧୦୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। କିନ୍ତୁ ବୋଲରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ମାତ୍ର […]

w

w

Hemant Lenka
  • Published: Saturday, 14 September 2019
  • Updated: 14 September 2019, 05:20 PM IST

Sports

Latest News

କଲମ୍ବୋ: ଅଣ୍ଡର-୧୯ ଏସିଆ କପ୍‌ ଫାଇନାଲ୍‌ରେ ବାଂଲାଦେଶକୁ ରୋମାଞ୍ଚକର ଡଙ୍ଗରେ ମାତ୍ର ୫ ରନ୍‌ରେ ହରାଇ ଟିମ୍‌ ଇଣ୍ଡିଆ ଚାମ୍ପିୟନ ହୋଇଛି। ଏଥରକୁ ମିଶାଇ ଟିମ୍‌ ଇଣ୍ଡିଆ ୭ମଥର ପାଇଁ ଅଣ୍ଡର-୧୯ ଏସିଆ କପ୍‌ କବଜା କରିବାରେ ସକ୍ଷମ ହୋଇଛି।

ଶ୍ରୀଲଙ୍କାର ଆରପିଏସ୍‌ ଷ୍ଟାଡିୟମରେ ଖେଳା ଯାଉଥିବା ଆଜିର ଫାଇନାଲ ମୁକାବିଲାରେ ପ୍ରଥମ ବ୍ୟାଟିଂ କରୁଥିବା ଟିମ୍‌ ଇଣ୍ଡିଆ ମାତ୍ର ୧୦୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। କିନ୍ତୁ ବୋଲରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ମାତ୍ର ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଅର୍ଥବ ଅନକୋଲେକର ସର୍ବାଧିକ ୫ଟି ୱିକେଟ୍‌ ନେଇ ବାଂଲାଦେଶ ବ୍ୟାଟିଂ ଲାଇନ୍‌ ଅପ୍‌କୁ ଛିନଛତର କରିଦେଇଥିଲେ।

ଫାଇନାଲ୍‌ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ଧ୍ରୁବ୍ ଜୁରେଲ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ମାତ୍ର ୮ ରନ୍‌ରେ ୩ଟି ୱିକେଟ୍‌ ହରାଇ ଭାରତ ସଙ୍କଟରେ ପଡ଼ିଥିଲା। ଏହାପରେ ଅଧିନାୟକ ଧ୍ରୁବ ଓ ଶାଶ୍ୱତ ରାୱତ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସ୍କୋର ୫୩ ଥିବା ବେଳେ ରାୱତ ୧୯ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ।

ବରୁଣ ଲାଭାଣ୍ଡେ(୦) ଓ ଅର୍ଥବ(୨) ମଧ୍ୟ ନିରାଶ କରିଥିଲେ। ଧ୍ରୁବ ୩୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। କିନ୍ତୁ କରନ ଲାଲ ୩୭ କିଛି ବଡ଼ ଶଟ୍ ଖେଳିବାରୁ ଦଳୀୟ ସ୍କୋର ୧୦୦ ପାର ହୋଇଥିଲା।

ଟିମ୍ ଇଣ୍ଡିଆର ସ୍କୋର ୩୨.୪ ଓଭରରେ ୧୦୬ ରନ୍‌ ହୋଇଥିବା ବେଳେ ଶେଷ ବ୍ୟାଟସମ୍ୟାନ ଭାବେ କରନ ଆଉଟ୍ ହୋଇଥିଲେ। ବାଂଲାଦେଶ ପକ୍ଷରୁ ମ୍ରିତୁଞ୍ଜୟ ଚୌଧୁରୀ ଓ ଶାମିମ ହୁସେନ ୩ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ତାନଞ୍ଜିମ ହାସନ ସାକିବ ଓ ଶାହିନ୍‌ ଆଲାମ ଗୋଟିଏ ଲେଖାଏ ୱିକେଟ୍ ଦଖଲ କରିଛନ୍ତି।

ଫାଇନାଲ ମ୍ୟାଚ୍‌ ଜିତିବାକୁ ୧୦୭ ରନ୍‌ ଟାର୍ଗେଟ ପାଇଥିବା ବାଂଲାଦେଶ ମଧ୍ୟ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୧୬ ରନ୍‌ରେ ୪ଟି ୱିକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହି ୪ଟି ୱିକେଟ୍‌ରୁ ଅର୍ଥବ ୩ଟି ୱିକେଟ ଦଖଲ କରିଥିଲେ। ଏହାପରେ ଅଧିନାୟକ ଆକବର ଅଲୀ ଓ ମ୍ରିତୁଞ୍ଜୟ ଚୌଧୁରୀ ସ୍ଥିତି ସମ୍ଭାଳିଥିଲେ। ତେବେ ଆକବର (୨୩) ଓ ଚୌଧୁରୀ (୨୧)ଙ୍କୁ ଯଥାକ୍ରମେ ଅର୍ଥବ ଏବଂ ସୁଶାନ୍ତ ମିଶ୍ରା ଆଉଟ୍‌ କରିବା ପରେ ବାଂଲାଦେଶ ଦଳୀୟ ସ୍କୋରକୁ ୧୦୦ ପାର କରିବାକୁ ସଂଘର୍ଷ କରିଥିଲା।

ଶେଷରେ ଶାହିନ ଆଲାମ(୦)ଙ୍କୁ ଅର୍ଥବ ବୋଲ୍ଡ କରି ବାଂଲାଦେଶ ଇନିଂସ୍‌କୁ ୧୦୧ରେ ଅଟକାଇ ଦେଇଥିଲେ। ଏଥିସହ ଭାରତକୁ ୫ ରନ୍‌ରେ ରୋମାଞ୍ଚକର ବିଜୟ ଦେଇଥିଲେ।

ଭାରତ ପକ୍ଷରୁ ଅର୍ଥବ ୫ଟି ୱିକେଟ୍‌ ନେଇଥିବା ବେଳେ ଆକାଶ ସିଂହ ୩ଟି, ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ରା ଗୋଟିଏ ଲେଖାଏ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story