ସିରିଜ୍‌ କବ୍‌ଜା ଲକ୍ଷ୍ୟରେ କାଲି ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ପାଲେକେଲ ଠାରେ ଶ୍ରୀଲଙ୍କା ଓ ଇଣ୍ଡିଆ ମଧ୍ୟରେ ତୃତୀୟ ଦିନିକିଆ। ଟେଷ୍ଟ ସିରିଜରେ ୩-୦ରେ କ୍ଲିନ ସୁଇପ୍‌ କରିବା ପରେ ଏବେ ଦିନିକିଆ ସିରିଜକୁ ପୋଛିନେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ୫ ଟିକିଆ ସିରିଜରେ ଭାରତ ଦୁଇଟି ମ୍ୟାଚ୍‌ରେ ଜିତିସାରିଥିବା ବେଳେ କାଲି ତୃତୀୟ ମାଚ୍‌ ପାଇଁ ପଡିଆକୁ ଓହ୍ଲାଇବେ ଉଭୟ ଟିମ୍‌। ଏହି ମ୍ୟାଚ୍‌ ଜିତି ଇଣ୍ଡିଆ ସିରିଜ୍‌କୁ କବ୍‌ଜା କରିବାକୁ ଚାହିଁବ। ସେପଟେ ଦଇଟି ମ୍ୟାଚ୍‌ […]

Rakesh Mallick
  • Published: Saturday, 26 August 2017
  • Updated: 26 August 2017, 08:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା କାଲି ପାଲେକେଲ ଠାରେ ଶ୍ରୀଲଙ୍କା ଓ ଇଣ୍ଡିଆ ମଧ୍ୟରେ ତୃତୀୟ ଦିନିକିଆ। ଟେଷ୍ଟ ସିରିଜରେ ୩-୦ରେ କ୍ଲିନ ସୁଇପ୍‌ କରିବା ପରେ ଏବେ ଦିନିକିଆ ସିରିଜକୁ ପୋଛିନେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ। ୫ ଟିକିଆ ସିରିଜରେ ଭାରତ ଦୁଇଟି ମ୍ୟାଚ୍‌ରେ ଜିତିସାରିଥିବା ବେଳେ କାଲି ତୃତୀୟ ମାଚ୍‌ ପାଇଁ ପଡିଆକୁ ଓହ୍ଲାଇବେ ଉଭୟ ଟିମ୍‌। ଏହି ମ୍ୟାଚ୍‌ ଜିତି ଇଣ୍ଡିଆ ସିରିଜ୍‌କୁ କବ୍‌ଜା କରିବାକୁ ଚାହିଁବ। ସେପଟେ ଦଇଟି ମ୍ୟାଚ୍‌ ହାରିବା ପରେ କମବ୍ୟାକ୍‌ କରିବାକୁ ଜୋର ଲଗାଇବ ଶ୍ରୀଲଙ୍କା। ଶ୍ରଲଙ୍କାର ଅଧିନାୟକ ଉପୁଲ ତରଙ୍ଗା ଧୀମା ବୋଲିଂ ଯୋଗୁଁ ଦୁଇଟି ମ୍ୟାଚ୍‌ ବାସନ୍ଦ ହୋଇଛନ୍ତି ଫଳରେ ତାଙ୍କ ଅନୁପସ୍ଥିତିରେ ଆସନ୍ତା ଦୁଇଟି ମ୍ୟାଚ୍‌ ଶ୍ରୀଲଙ୍କା ପଡିଆକୁ ଓହ୍ଲାଇବ।

ଅନ୍ୟପଟେ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଉନ୍ନତ ପ୍ରଦର୍ଶନ କରିଆସୁଛି। ବିରାଟ ଅଧିନାୟକ ଦାୟିତ୍ୱ ନେବାପରେ ଏହା ତାଙ୍କର ହ୍ୟାଟ୍ରିକ ସିରିଜ ବିଜୟ ହେବ। କାରଣ ବିରାଟଙ୍କ ନେତୃତ୍ୱରେ ଟିମ୍‌ ଇଂଲଣ୍ଡ ବିପକ୍ଷରେ ୨-୧ରେ ଜିତିଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୩-୧ରେ ଜିତିଥିଲା। ଏବଂ ଚଳିତ ସିରିଜରେ  ଇଣ୍ଡିଆ ଶ୍ରୀଲଙ୍କାକୁ ହରାଇ ହ୍ୟାଟ୍ରିକ କରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story