ସମ୍ମାନ ରଖିଲା ଭାରତ: ଦକ୍ଷିଣଆଫ୍ରିକାକୁ ୬୩ ରନ୍‌ରେ ହରାଇଲା

ଜୋହାନ୍ସବର୍ଗ: ସମ୍ମାନ ରଖିଲା ଭାରତ। ଶେଷ ଟେଷ୍ଟ୍‌ ମ୍ୟାଚ୍‌କୁ ୬୩ ରନ୍‌ରେ ଜିତି ନେଇଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ମହମ୍ମଦ ସାମୀ। ସେ ୨୮ ରନ୍‌ ଦେଇ ୫ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ। ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାରିଥିଲେ ମଧ୍ୟ ୨-୧ରେ ସିରିଜ ଜିତି ନେଇଛି। ଭାରତର ୨୪୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣଆଫ୍ରିକା ୧୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇ ଥିଲା। ଓପ୍ନର ଡିନ୍‌ ଏଗ୍ଲାର ୮୬ କରି ନଟ୍‌ଆଉଟ୍‌ […]

india

india

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 09:14 PM IST

Sports

Latest News

ଜୋହାନ୍ସବର୍ଗ: ସମ୍ମାନ ରଖିଲା ଭାରତ। ଶେଷ ଟେଷ୍ଟ୍‌ ମ୍ୟାଚ୍‌କୁ ୬୩ ରନ୍‌ରେ ଜିତି ନେଇଛି। ଭାରତ ବିଜୟର ପ୍ରମୁଖ ଭୂମିକା ନେଇଥିଲେ ମହମ୍ମଦ ସାମୀ। ସେ ୨୮ ରନ୍‌ ଦେଇ ୫ଟି ମୂଲ୍ୟବାନ ୱିକେଟ୍‌ ନେଇଥିଲେ। ଅନ୍ୟପକ୍ଷରେ ଆଜିର ମ୍ୟାଚରେ ଦକ୍ଷିଣ ଆଫ୍ରିକା ହାରିଥିଲେ ମଧ୍ୟ ୨-୧ରେ ସିରିଜ ଜିତି ନେଇଛି।

ଭାରତର ୨୪୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣଆଫ୍ରିକା ୧୭୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇ ଥିଲା। ଓପ୍ନର ଡିନ୍‌ ଏଗ୍ଲାର ୮୬ କରି ନଟ୍‌ଆଉଟ୍‌ ଅଛନ୍ତି। ହାସିମ ଆମଲା ୫୨ ଓ ୱର୍ଣ୍ଣନ୍‌ ଫିଲେଣ୍ଡର ୧୦ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନାହାନ୍ତି। ଭାରତ ପକ୍ଷରୁ ମହମ୍ମଦ ସାମୀ ୫ଟି, ଭୁବନେଶ୍ୱର କୁମାର ୧ଟି, ଜସ୍‌ପ୍ରୀତ ବୁମ୍ରା ଓ ଇଶାନ୍ତ ଶର୍ମା ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story