ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଚୟନ ସ୍ଥଗିତ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ମୁମ୍ବାଇରେ ହେବାକୁଥିବା ବିସିସିଆଇ ସିନିୟର ଚୟନ କମିଟି ବୈଠକ ସ୍ଥଗିତ ହୋଇଛି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୧୯ ତାରିଖରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ଟିମ୍ ଚୟନ ହେବାର ଥିଲା, କିନ୍ତୁ ଏହି ବୈଠକ ପରେ ହେବ। ଭାରତକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୩ ଟି-୨୦, ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ […]

msk

msk

Hemant Lenka
  • Published: Thursday, 18 July 2019
  • Updated: 18 July 2019, 09:05 PM IST

Sports

Latest News

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ମୁମ୍ବାଇରେ ହେବାକୁଥିବା ବିସିସିଆଇ ସିନିୟର ଚୟନ କମିଟି ବୈଠକ ସ୍ଥଗିତ ହୋଇଛି। ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୧୯ ତାରିଖରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଦିନିକିଆ, ଟି-୨୦ ଏବଂ ଟେଷ୍ଟ ଟିମ୍ ଚୟନ ହେବାର ଥିଲା, କିନ୍ତୁ ଏହି ବୈଠକ ପରେ ହେବ।

ଭାରତକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ୩ ଟି-୨୦, ୩ ଦିନିକିଆ ଏବଂ ୨ ଟେଷ୍ଟ ମ୍ୟାଚ୍ ଖେଳିବ। ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ ଅଗଷ୍ଟ ୩ରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତା ବିଶିଷ୍ଟ ଚୟକମିଟିର ବୈଠକ ଏବେ ଶନିବାର କିମ୍ବା ରବିବାର ହୋଇପାରେ। ତେବେ ଚୟନ କମିଟି ବୈଠକ କାହିଁକି ସ୍ଥଗିତ ହେଲା, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଚର୍ଚ୍ଚା ହେଉଛି ଯେ, ମହେନ୍ଦ୍ର ସିଂହ ଧୋନିଙ୍କ ପାଇଁ ଏହି ବୈଠକ ସ୍ଥଗିତ ହୋଇଛି। ଧୋନିଙ୍କ ଉପରେ ଚର୍ଚ୍ଚା କରିବା ପରେ ହିଁ ଟିମ୍ ଇଣ୍ଡିଆର ଘୋଷଣା କରାଯିବ ବୋଲି ଖବର ମିଳିଛି।

ଧୋନିଙ୍କ ଭବିଷ୍ୟତକୁ ନେଇ ଏପର୍ଯ୍ୟନ୍ତ କିଛି ବି ନିଷ୍ପତ୍ତି ହୋଇନାହିଁ। ଧୋନି ଆଗକୁ କ୍ରିକେଟ୍ ଖେଳିବା ଜାରି ରଖିବେ କି ନାହିଁ, ଏହାକୁ ନେଇ ତାଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ। ବିଶ୍ୱକପ୍ ସେମିଫାଇନାଲରୁ ଭାରତର ବିଦା ହେବା ପରେ ଧୋନିଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କ୍ରିକେଟ୍ ଏକ୍ସପର୍ଟଙ୍କ ମତରେ, ଧୋନିଙ୍କୁ ସନ୍ନ୍ୟାସ ନେଇଯିବା ଦରକାର। ସେହିପରି କିଛି ଲୋକଙ୍କ କହିବା ଅନୁସାରେ, ଧୋନି ଆଉ କିଛି କ୍ରିକେଟ୍ ଖେଳିବା ଜାରି ରଖନ୍ତୁ। ଏଭଳି ସ୍ଥିତିରେ ଧୋନି କ୍ରିକେଟ୍ ଖେଳିବା ଜାରି ରଖିବେ କି ନାହିଁ, ତାହା କେବଳ ନିଜେ ଧୋନି ହିଁ କହିପାରିବେ।

ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବେ। ଏହା ପୂର୍ବରୁ ତାଙ୍କୁ ଦିନିକିଆ ଓ ଟି-୨୦ ସିରିଜ୍ ପାଇଁ ବିଶ୍ରାମ ଦିଆଯିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ବିରାଟ୍ ପୂରା ଗସ୍ତ କରିବା ପାଇଁ ଭାରତୀୟ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଯତବେ। ବିଶ୍ୱକପ୍ ପରାଜୟ ପରେ କୋହଲିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନ ଉଠିଥିଲା। ବିସିସିଆଇ ମଧ୍ୟ ଏହା ପୂର୍ବରୁ ବିରାଟ୍ ଓ ଯଶପ୍ରୀତ ବୁମ୍ରାଙ୍କୁ ସୀମିତ ଓଭର ସିରିଜରୁ ବିଶ୍ରାମ ଦେଇପାରେ ବୋଲି ସୂଚନା ମିଳିଥିଲା। କିନ୍ତୁ ଏବେ ଏଭଳି ହେବ ବୋଲି ଲାଗୁନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story