ତୃତୀୟ ଟେଷ୍ଟ: ଧାୱନଙ୍କ ଆକର୍ଷଣୀୟ ଶତକ, ଭାରତର ସ୍ଥିତି ଦୃଢ଼

ଭୁବନେଶ୍ୱର: ପାଲିକେଲ ଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ଥିତି ସଦୃଢ। ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ହରାଇ ୩୨୯ ରନ୍‌ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥଲା। ଯେଉଁଥିରେ ଟିମ୍‌ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଧାୱନ ଓ ରାହୁଲ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ଦୃତ ଗତିରେ ବଢାଇନେଇଥିଲେ। ଟିମ୍‌ର ୧୮୮ରନ୍‌ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ର ପତନ […]

Kusal Mendis, Shikhar Dhawan

Kusal Mendis, Shikhar Dhawan

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 06:59 PM IST

Sports

Latest News

ଭୁବନେଶ୍ୱର: ପାଲିକେଲ ଠାରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ସିରିଜର ଶେଷ ଟେଷ୍ଟ ମ୍ୟାଚ୍‌ରେ ଭାରତର ସ୍ଥିତି ସଦୃଢ। ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଟିମ୍‌ ଇଣ୍ଡିଆ ୬ ୱିକେଟ୍‌ ହରାଇ ୩୨୯ ରନ୍‌ କରିଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥଲା। ଯେଉଁଥିରେ ଟିମ୍‌ର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଧାୱନ ଓ ରାହୁଲ ଆକର୍ଷଣୀୟ ବ୍ୟାଟିଂ କରି ଟିମ୍‌ର ସ୍କୋରକୁ ଦୃତ ଗତିରେ ବଢାଇନେଇଥିଲେ। ଟିମ୍‌ର ୧୮୮ରନ୍‌ ହୋଇଥିବା ବେଳେ ପ୍ରଥମ ୱିକେଟ୍‌ର ପତନ ହୋଇଥିଲା। ରାହୁଲ ବ୍ୟକ୍ତିଗତ ଭାବେ ୮୫ ରନ୍‌ କରି ଆଉଟ୍‌ ହୋଇଥିଲେ। ସେହପରି ଟିମ୍‌ର ୨୧୯ ରନ୍ ହୋଇଥିବା ବେଳେ ବ୍ୟକ୍ତିଗତ ଭାବେ ୧୧୯ ରନ୍‌ କରି ଧାୱନ ଆଉଟ୍‌ ହେଇଥିଲେ। ବର୍ତ୍ତମାନ ରିଦ୍ଧିମାନ ଶାହା ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ରହି କ୍ରିଜ୍‌ରେ ବ୍ୟାଟିଂ କରୁଛନ୍ତି। ଅନ୍ୟପଟେ ଶ୍ରୀଲଙ୍କାର ସଫଳ ବୋଲର ଭାବେ ମାଲିଣ୍ଡା ପୁସ୍ପକୁମାରା ୩ଟି ୱିକେଟ୍‌ ନେଇଥିବା ବେଳେ ଏଲ୍‌. ସନ୍ଦାକାନ ୨ଟି ଓ ଫେର୍ଣ୍ଣାଡୋ ଗୋଟିଏ ୱିକେଟ୍ ନେଇଛନ୍ତି। ୩ ଟିକିଆ ସିରିଜରେ ଭାରତ ପୂର୍ବରୁ ୨ଟି ମ୍ୟାଚ୍‌ରେ ଜିତି ସିରିଜ କବ୍‌ଜା କରିସାରିଛି। ଏହି ମ୍ୟାଚ୍‌ ଜିତି ଟିମ୍‌ ଇଣ୍ଡିଆ କ୍ଲିନ୍‌ ସୁଇପ୍‌ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଶ୍ରୀଲଙ୍କା କିନ୍ତୁ ଏହି ମ୍ୟାଚ୍‌ ଜିତି ସମ୍ମାନ ରଖିବାକୁ ସମ୍ପୂର୍ଣ୍ଣ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story