ଭାରତୀୟ ଟେଷ୍ଟ ଟିମ୍‌କୁ ଫେରିଲେ ମୁକୁନ୍ଦ

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା ହୋଇଛି। ଏଥିରେ ତାମିଲନାଡୁ ଓପ୍ନର ଅଭିନବ ମୁକୁନ୍ଦକୁ ସାମିଲ କରାଯାଇଛି। ଦଳରୁ ପାର୍ଥିବ ପଟେଲଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ରିଦ୍ଧିମାନ ଶାଖା ଦଳକୁ ଫେରିଛନ୍ତି। ସେହିପରି ଆହତ ସମସ୍ୟାରୁ ମୁକୁଳି ଥିବା ମୂରଲୀ ବିଜୟ ମଧ୍ୟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ପାଇଁ ବାଦ ପଡିଥିବା ଦୁଇ ସ୍ପିନର ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା […]

Abhinav Mukund

Abhinav Mukund

Rakesh Mallick
  • Published: Tuesday, 31 January 2017
  • Updated: 31 January 2017, 09:52 PM IST

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ପାଇଁ ଆଜି ଭାରତୀୟ ଟିମ୍‌ ଘୋଷଣା ହୋଇଛି। ଏଥିରେ ତାମିଲନାଡୁ ଓପ୍ନର ଅଭିନବ ମୁକୁନ୍ଦକୁ ସାମିଲ କରାଯାଇଛି। ଦଳରୁ ପାର୍ଥିବ ପଟେଲଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ରିଦ୍ଧିମାନ ଶାଖା ଦଳକୁ ଫେରିଛନ୍ତି।

ସେହିପରି ଆହତ ସମସ୍ୟାରୁ ମୁକୁଳି ଥିବା ମୂରଲୀ ବିଜୟ ମଧ୍ୟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବିଶ୍ରାମ ପାଇଁ ବାଦ ପଡିଥିବା ଦୁଇ ସ୍ପିନର ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା ମଧ୍ୟ ଦଳକୁ ଫେରିଛନ୍ତି।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ମୂରଲୀ ବିଜୟ, ଲୋକେଶ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟା ରାହାଣେ, କରୁଣ ନାୟର, ରିଦ୍ଧିମାନ ଶାହା (ୱିକେଟ୍‌ କିପର), ରବୀଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, ଉମେଶ ଯାଦବ, ଇଶାନ୍ତ ଶର୍ମା, ଭୁବନେଶ୍ୱର କୁମାର, ଅମିତ ମିର୍ଶା, ଅଭିନବ ମୁକୁନ୍ଦ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story