ପୁଣି ଭାରତ ଆୟୋଜନ କରିବ ହକି ବିଶ୍ୱକପ

ନୂଆଦିଲ୍ଲୀ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ସଫଳତା ସହ ଆୟୋଜନ କରିଥିବା ଭାରତ ଏବେ ପୁଣିଥରେ ବିଶ୍ୱକପ ଆୟୋଜନ କରିବ। ଆସନ୍ତା ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ଭାରତକୁ ଅନୁମତି ପ୍ରଦାନ କରିଛି। ଆଜି ସଂଘର କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ସ୍ପେନ ଓ ନେଦରଲ୍ୟାଣ୍ଡସ ୨୦୨୨ ମହିଳା ବିଶ୍ୱକପ ଆୟୋଜନ କରିବ। ପୁରୁଷ ବିଶ୍ୱକପ ୨୦୨୩ ଜାନୁଆରୀ ୧୩ରୁ ୨୯ ଓ ମହିଳା […]

h

h

Hemant Lenka
  • Published: Friday, 08 November 2019
  • Updated: 08 November 2019, 07:18 PM IST

Sports

Latest News

ନୂଆଦିଲ୍ଲୀ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ ସଫଳତା ସହ ଆୟୋଜନ କରିଥିବା ଭାରତ ଏବେ ପୁଣିଥରେ ବିଶ୍ୱକପ ଆୟୋଜନ କରିବ। ଆସନ୍ତା ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ଅନ୍ତର୍ଜାତୀୟ ହକି ମହାସଂଘ ଭାରତକୁ ଅନୁମତି ପ୍ରଦାନ କରିଛି। ଆଜି ସଂଘର କାର୍ଯ୍ୟନିର୍ବାହୀ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ସ୍ପେନ ଓ ନେଦରଲ୍ୟାଣ୍ଡସ ୨୦୨୨ ମହିଳା ବିଶ୍ୱକପ ଆୟୋଜନ କରିବ।

ପୁରୁଷ ବିଶ୍ୱକପ ୨୦୨୩ ଜାନୁଆରୀ ୧୩ରୁ ୨୯ ଓ ମହିଳା ବିଶ୍ୱକପ ୨୦୨୨ ମସିହା ଜୁଲାଇ ୧ରୁ ୧୭ ଯାଏ ଖେଳାଯିବ। ତେବେ ଗତଥର ପୁରୁଷ ବିଶ୍ୱକପ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଆୟୋଜନ କରାଯାଇଥିଲା। ଏଥର ଏହା କେଉଁଠି ହେବ, ସେକଥା ଭାରତୀୟ ହକି ମହାସଂଘ ଖୁବ୍‌ଶୀଘ୍ର ଘୋଷଣା କରିବ ବୋଲି ଜଣାପଡ଼ିଛି।

ଅନ୍ତର୍ଜାତୀୟ ହକି ମହାସଂଘର ସିଇଓ ଟି ୱେଇଲ କହିଛନ୍ତି, “ବିଶ୍ୱକପ ଆୟୋଜନ କରିବାକୁ ଏକାଧିକ ଦେଶ ଆବେଦନ କରିଥିଲେ। ତେଣୁ କାହାକୁ ଆୟୋଜନ ପାଇଁ ଦାୟିତ୍ୱ ଦେବା ଆମ କଷ୍ଟକର ଥିଲା।

ତେବେ ଆର୍ଥିକ ସ୍ଥିତି ଓ ଆୟକୁ ଦୃଷ୍ଟିରେ ରଖି ଆମେ ଭାରତକୁ ପୁରୁଷ ହକି ବିଶ୍ୱକପ ଆୟୋଜନ କରିବାକୁ ଅନୁମତି ଦେଇଛୁ। ନିୟମ ଅନୁଯାୟୀ, ବିଶ୍ୱକପ ଆୟୋଜନକାରୀ ଦଳ ଆପେଆପେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ସେହିପରି କଣ୍ଟିନେଣ୍ଟାଲ ଚାମ୍ପିୟନଶିପରେ ବିଜୟୀ ହେଉଥିବା ଦଳଗୁଡ଼ିକ (୫ଟି ଟିମ) ଆପେଆପେ ଯୋଗ୍ୟତା ଅର୍ଜନ କରିବେ। ବଳକା ଦଳ ଗୁଡ଼ିକ ଘରୋଇ ଓ ବାହାରେ ଖେଳା ଯାଉଥିବା ପ୍ଲେଅଫ୍‌ ଜରିଆରେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story