ଆସନ୍ତାବର୍ଷ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିବ ଟିମ୍ ଇଣ୍ଡିଆ

ୱେଲିଂଟନ୍: ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିବ। ଭାରତ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ଗସ୍ତ ଶେଷ କରିବ। ଟି-୨୦ ସିରିଜ୍ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହେବ। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ୱେଲିଂଟନରେ […]

team india

team india

Hemant Lenka
  • Published: Friday, 07 June 2019
  • Updated: 07 June 2019, 07:25 PM IST

Sports

Latest News

ୱେଲିଂଟନ୍: ଆସନ୍ତାବର୍ଷ ଭାରତୀୟ କ୍ରିକେଟ୍ ଟିମ୍ ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ କରିବ। ଭାରତ ଭାରତ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳି ଗସ୍ତ ଆରମ୍ଭ କରିବ ଏବଂ ଦୁଇମ୍ୟାଚ୍ ବିଶିଷ୍ଟ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳି ଗସ୍ତ ଶେଷ କରିବ। ଟି-୨୦ ସିରିଜ୍ ଜାନୁଆରୀ ୨୪ ତାରିଖରୁ ଆରମ୍ଭ ହେବ।

ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ହେବ। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ୱେଲିଂଟନରେ ଏବଂ ଦ୍ୱିତୀୟ ଟେଷ୍ଟ ଫେବୃଆରୀ ୨୯ରୁ ମାର୍ଚ୍ଚ ୪ ତାରିଖ ପର୍ୟ୍୍ନ୍ତ କ୍ରାଏଷ୍ଟଚର୍ଚ୍ଚରେ ଖେଳାଯିବ।

ଟି-୨୦ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ଅକଲ୍ୟାଣ୍ଡରେ ଯଥାକ୍ରମେ ଜାନୁଆରୀ ୨୪ ଓ ୨୬ ତାରିଖରେ ଖେଳାଯିବ। ୨୯ରେ ତୃତୀୟ ଟି-୨୦ (ହାମିଲଟନ୍), ୩୧ରେ ଚତୁର୍ଥ ଟି-୨୦ (ୱେଲିଂଟନ), ଫେବୃଆରୀ ୨ରେ ପଞ୍ଚମ ଟି-୨୦ (ମାଉଣ୍ଟ ମାଉଙ୍ଗାନୁଇ)ରେ ଖେଳାଯିବ।

ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଫେବୃଆରୀ ୫ରେ ହାମିଲଟନରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ଦିନିକିଆ ଫେବୃଆରୀ ୮ରେ ଅକଲ୍ୟାଣ୍ଡ ଏବଂ ତୃତୀୟ ଦିନିକିଆ ଫେବୃଆରୀ ୧୧ ତାରିଖରେ ମାଉଣ୍ଟ ମାଉଙ୍ଗାନୁଇରେ ଅନୁଷ୍ଠିତ ହେବ। ନ୍ୟୁଜିଲ୍ୟାଣ୍ଡ୍ ଗସ୍ତ ପୂର୍ବରୁ ଭାରତ ତା'ର ଘରୋଇ ସିଜନ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story