ଫିଲ୍ଡିଂ କରୁଥିବା ବେଳେ ଆହତ ହେଲେ ରାହୁଲ୍

ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ। ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ ଏୟାରରେ ଡାଇଭ୍ ମାରି ବଲକୁ ରୋକିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ଏବଂ ତଳେ ଗଳି ପଡ଼ିଥିଲେ। ତେବେ ରାହୁଲ ଯନ୍ତ୍ରଣା ଅନୁଭୂତ କରିବା […]

Untitled-1

Untitled-1

Hemant Lenka
  • Published: Sunday, 30 June 2019
  • Updated: 30 June 2019, 06:15 PM IST

ବର୍ମିଂହାମ: ରବିବାର ବର୍ମିଂହାମରେ ଚାଲିଥିବା ଭାରତ ଓ ଇଂଲଣ୍ଡ ବିଶ୍ୱକପ୍ ମ୍ୟାଚରେ ଲୋକେଶ ରାହୁଲ୍ ଆହତ ହୋଇଛନ୍ତି। ୧୬ତମ ଓଭର ବୋଲିଂ କରିବାକୁ ଆସିଥିବା ୟୁଜବେନ୍ଦ୍ର ଚହଲଙ୍କ ତୃତୀୟ ବଲରେ ଜନ୍ନି ବେୟାରଷ୍ଟୋ ଲଙ୍ଗ ଅନରେ ଲମ୍ବା ଶଟ୍ ମାରିଥିଲେ।

ଏହି ସମୟରେ ବାଉଣ୍ଡ୍ରିରେ ଫିଲ୍ଡିଂ କରୁଥିବା ରାହୁଲ ଏୟାରରେ ଡାଇଭ୍ ମାରି ବଲକୁ ରୋକିବାକୁ ପ୍ରୟାସ କରିଥିଲେ, କିନ୍ତୁ ସେ ବିଫଳ ହୋଇଥିଲେ ଏବଂ ତଳେ ଗଳି ପଡ଼ିଥିଲେ। ତେବେ ରାହୁଲ ଯନ୍ତ୍ରଣା ଅନୁଭୂତ କରିବା ସତ୍ତେ୍ୱ ଫିଲ୍ଡିଂ କରିବା ଜାରି ରଖିଥିଲେ।

କିଛି ସମୟ ପରେ ଫିଜିଓ ପ୍ୟାଟ୍ରିକଙ୍କ ସହ ରାହୁଲ ମଇଦାନ ବାହାରକୁ ଚାଲିଯାଇଥିଲେ। ରାହୁଲଙ୍କ ଆହତକୁ ନେଇ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ରାହୁଲଙ୍କ ଉପଚାର ଜାରି ରହିଛି ଏବଂ ସେ ତୁରନ୍ତ ସୁସ୍ଥ ହୋଇ ମ୍ୟାଚକୁ ଫେରିବେ।

ରାହୁଲ୍ ଟିମ୍ ପାଇଁ ଓପନ୍ କରନ୍ତି। ଆହତ କାରଣରୁ ସେ ମଇଦାନ ବାହାରକୁ ଚାଲିଯାଇଛନ୍ତି। ଯଦି ରାହୁଲ ଦୀର୍ଘ ସମୟ ଧରି ମଇଦାନ ବାହାରେ ରୁହନ୍ତି, ତାହେଲେ ସେ ଟିମ୍ ପାଇଁ ହୁଏତ ଓପନ କରିବାକୁ ଆସିନପାରନ୍ତି। ଏଭଳି ସ୍ଥିତିରେ ଋଷଭ ପନ୍ତଙ୍କୁ ଓପନ୍ କରିବା ପାଇଁ ସୁଯୋଗ ମିଳିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story