ଗାଙ୍ଗୁଲିଙ୍କ ରେକର୍ଡର ସମକକ୍ଷ ହେଲେ ରୋହିତ୍

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। ରୋହିତ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ରେକର୍ଡ କରିଛନ୍ତି। ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ତୃତୀୟ ଶତକ ଥିଲା। ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପର ଗୋଟିଏ ସଂସ୍କରଣରେ ତିନୋଟି ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ତିନୋଟି ଶତକ […]

sha

sha

Hemant Lenka
  • Published: Sunday, 30 June 2019
  • Updated: 30 June 2019, 10:49 PM IST

Sports

Latest News

ବର୍ମିଂହାମ: ଚଳିତ ବିଶ୍ୱକପରେ ରବିବାର ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମା ଓ ବିରାଟ୍ କୋହଲି ନୂଆ ରେକର୍ଡ କରିଛନ୍ତି। ରୋହିତ୍ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ନିଜର ଶତକୀୟ ଇନିଂସ୍ ମଧ୍ୟରେ ରେକର୍ଡ କରିଛନ୍ତି।

ଚଳିତ ବିଶ୍ୱକପରେ ରୋହିତଙ୍କ ଏହା ତୃତୀୟ ଶତକ ଥିଲା। ସେ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ବିଶ୍ୱକପର ଗୋଟିଏ ସଂସ୍କରଣରେ ତିନୋଟି ଶତକ ମାରିଛନ୍ତି। ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପରେ ତିନୋଟି ଶତକ ମାରିଥିଲେ। ଦୁହିଁଙ୍କ ବ୍ୟବୀତ ବିଶ୍ୱକପରେ ଦୁଇରୁ ଅଧିକ ଶତକ କେହି ମାରିନାହାନ୍ତି।

ଚଳିତ ବିଶ୍ୱକପରେ ରୋହିତ୍ ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷରେ ଶତକ ମାରିଥିଲେ। ତେବେ ରୋହିତ୍ ଆଜି ଶତକ ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ସେ ଏହି ମ୍ୟାଚରେ ୧୦୩ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଆଉଟ୍ ହୋଇଥିଲେ।

ଅନ୍ତର୍ଜାତୀୟ କ୍ରିକେଟରେ ରୋହିତ ନିଜର ୨୫ତମ ଶତକ ପୂରଣ କରିଛନ୍ତି। ଏହି ମାମଲାରେ ସେ ଏବି ଡି'ଭିଲିୟର୍ସ ଓ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ରୋହିତ୍ ମାତ୍ର ୨୦୬ ଇନିଂସରେ ୨୫ ଶତକ ମାରିଛନ୍ତି। ତେବେ ଡି'ଭିଲିୟର୍ସ ୨୧୪ ଇନିଂସ୍ ଏବଂ ସଚିନ ୨୩୪ ଇନିଂସରେ ୨୫ ଶତକ ମାରିଥିଲେ।

ଦିନିକିଆରେ ସବୁଠାରୁ ଦ୍ରୁତ ଶତକ ମାରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କ ନାମରେ ରହିଛି। ଆମଲା ମାତ୍ର ୧୫୧ ଇନିଂସରେ ଏହି ରେକର୍ଡ ହାସଲ କରିଥିଲେ। ଅନ୍ୟପକ୍ଷରେ ବିରାଟ୍ କୋହଲି ୧୬୨ ଇନିଂସରେ ୨୫ତମ ଶତକ ପୂରଣ କରିଥିଲେ।

ରୋହିତଙ୍କ ବିଶ୍ୱକପ୍ କ୍ୟାରିୟରର ଏହା ଚତୁର୍ଥ ଶତକ ଥିଲା। ତେବେ ଇଂଲଣ୍ଡ ବିପକ୍ଷରେ ଏହା ତାଙ୍କର ପ୍ରଥମ ବିଶ୍ୱକପ୍ ଏବଂ ଓଭରଅଲ୍ ଦ୍ୱିତୀୟ ଶତକ। ବିଶ୍ୱକପରେ ସଚିନଙ୍କ ପରେ ସର୍ବାଧିକ ଶତକର ରେକର୍ଡ ଏବେ ରୋହିତଙ୍କ ନାମରେ ହୋଇଛି। ସଚିନ ବିଶ୍ୱକପରେ ମୋଟ ୬ ଶତକ ମାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story