ଏହି ଅଲୋଡ଼ା ରେକର୍ଡର ଅଧିକାରୀ ହେଲେ ଚହଲ୍

ବର୍ମିଂହାମ୍: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ୍ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଚହଲ୍ ପ୍ରଥମ ଭାରତୀୟ ବୋଲର ଭାବେ ସର୍ବାଧିକ ରନ୍ ବ୍ୟୟ କରିଛନ୍ତି। ସେ ନିଜର ୧୦ ଓଭର କୋଟାରେ ୮୮ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି। ଚହଲ୍ ନିଜ ସ୍ପେଲରେ ୭ ଚୌକା ଓ ୬ ଛକା ଖାଇଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ ପେସ୍ ବୋଲର ଜାଭାଗଲ୍ ଶ୍ରୀନାଥଙ୍କୁ ପଛରେ […]

chahal

chahal

Hemant Lenka
  • Published: Sunday, 30 June 2019
  • Updated: 30 June 2019, 07:22 PM IST

Sports

Latest News

ବର୍ମିଂହାମ୍: ଭାରତୀୟ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ୍ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛନ୍ତି। ରବିବାର ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଚହଲ୍ ପ୍ରଥମ ଭାରତୀୟ ବୋଲର ଭାବେ ସର୍ବାଧିକ ରନ୍ ବ୍ୟୟ କରିଛନ୍ତି।

ସେ ନିଜର ୧୦ ଓଭର କୋଟାରେ ୮୮ ରନ୍ ଦେଇ କୌଣସି ସଫଳତା ପାଇନାହାନ୍ତି। ଚହଲ୍ ନିଜ ସ୍ପେଲରେ ୭ ଚୌକା ଓ ୬ ଛକା ଖାଇଛନ୍ତି। ଏହି ମାମଲାରେ ସେ ଭାରତର ପୂର୍ବତନ ପେସ୍ ବୋଲର ଜାଭାଗଲ୍ ଶ୍ରୀନାଥଙ୍କୁ ପଛରେ ପକାଇଛନ୍ତି। ଶ୍ରୀନାଥ ୨୦୦୩ ବିଶ୍ୱକପରେ ୧୦ ଓଭରରେ ୮୭ ରନ୍ ବ୍ୟୟ କରିଥିଲେ। ଏହି ମୁକାବିଲା ଜୋହାନସବର୍ଗରେ ଖେଳାଯାଇଥିଲା ଏବଂ ଭାରତ ମ୍ୟାଚ୍ ହାରିଯାଇଥିଲା।

ବିଶ୍ୱକପରେ ସର୍ବାଧିକ ରନ୍ ଦେବା ମାମଲରେ ଭାରତ ପକ୍ଷରୁ ତୃତୀୟ ସ୍ଥାନରେ କରସନ୍ ଘାବ୍ରୀ ଅଛନ୍ତି। ସେ ୧୯୭୫ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷ ଲର୍ଡ୍ସ ମଇଦାନରେ ୧୧ ଓଭରରେ ୮୩ ରନ୍ ଦେଇଥିଲେ। ସେହିପରି ୨୦୧୫ ବିଶ୍ୱକପରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଓ ମୋହିତ୍ ଶର୍ମା ୭୫ ରନ୍ ଲେଖାଏ ବ୍ୟୟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story