ଭାରତ-ପାକିସ୍ତାନ ଦିନିକିଆ ରେକର୍ଡ କାହା ସପକ୍ଷରେ ରହିଛି

ନୂଆଦିଲ୍ଲୀ: ଆସନ୍ତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ରେ ଲଢ଼େଇ ହେବ। ପୂର୍ବରୁ ଭାରତ ଓ ପାକିସ୍ତାନ ୬ଥର ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ହେଲେ ଆସନ୍ତାକାଲି ଇତିହାସ ବଦଳାଇବା ଲକ୍ଷ୍ୟରେ ରହିବ ପାକିସ୍ତାନ। ଆମେ ଯଦି ଓଭରଅଲ ଦିନିକିଆ ରେକର୍ଡକୁ ଦେଖିବା ତା’ହେଲେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ଭାରି ରହିଛି। ୧୯୭୮ରୁ ୧୯୯୭(ଜୁଲାଇ) ମଧ୍ୟରେ ଭାରତ ଓ ପାକିସ୍ତାନ ୫୨ଟି ଦିନିକିଆ ଖେଳିଥିଲେ। ଏଥିରୁ ପାକିସ୍ତାନ […]

ww

ww

Hemant Lenka
  • Published: Saturday, 15 June 2019
  • Updated: 15 June 2019, 04:55 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତକାଲି ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍‌ରେ ଲଢ଼େଇ ହେବ। ପୂର୍ବରୁ ଭାରତ ଓ ପାକିସ୍ତାନ ୬ଥର ବିଶ୍ୱକପ୍‌ରେ ମୁହାଁମୁହିଁ ହୋଇଥିବା ବେଳେ ସବୁ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ହେଲେ ଆସନ୍ତାକାଲି ଇତିହାସ ବଦଳାଇବା ଲକ୍ଷ୍ୟରେ ରହିବ ପାକିସ୍ତାନ। ଆମେ ଯଦି ଓଭରଅଲ ଦିନିକିଆ ରେକର୍ଡକୁ ଦେଖିବା ତା’ହେଲେ ଭାରତ ତୁଳନାରେ ପାକିସ୍ତାନର ପଲ୍ଲା ଭାରି ରହିଛି।

୧୯୭୮ରୁ ୧୯୯୭(ଜୁଲାଇ) ମଧ୍ୟରେ ଭାରତ ଓ ପାକିସ୍ତାନ ୫୨ଟି ଦିନିକିଆ ଖେଳିଥିଲେ। ଏଥିରୁ ପାକିସ୍ତାନ ୩୩ଟିରେ ଜିତିଥିବା ବେଳେ ଟିମ୍‌ ଇଣ୍ଡିଆ ୧୬ଟିରେ ବାଜିମାତ କରିଥିଲା। ୩ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ। ଭାରତର ବିଜୟ ପ୍ରତିଶତ ୩୨.୬୫ ରହିଥିବା ବେଳେ ପାକିସ୍ତାନର ବିଜୟ ପ୍ରତିଶତ ୬୭.୩୫ ରହିଥିଲା।

୧୯୯୭ରୁ ୨୦୦୫(ଅଗଷ୍ଟ) ମଧ୍ୟରେ ଭାରତ ଓ ପାକିସ୍ତାନ ୪୯ଟି ମ୍ୟାଚ୍‌ ଖେଳିଥିଲେ। ପାକିସ୍ତାନ ଏଥିରୁ ୨୯ଟିରେ ଜିତିଥିବା ବେଳେ ଭାରତ ମାତ୍ର ୧୯ଟିରେ ବିଜୟୀ ହୋଇଥିଲା। ଗୋଟିଏ ମ୍ୟାଚ୍‌ର ଫଳାଫଳ ବାହାରି ପାରି ନଥିଲା।

୨୦୦୬ରୁ ଆଜି ଯାଏ ଭାରତ ଓ ପାକିସ୍ତାନ ମଧ୍ୟରେ ୩୦ଟି ମ୍ୟାଚ୍‌ ଖେଳା ଯାଇଛି। ଏଥିରୁ ଟିମ୍‌ ଇଣ୍ଡିଆ ୧୯ଟି ଓ ପାକିସ୍ତାନ ୧୧ଟି ମ୍ୟାଚ୍‌ ଜିତିଛି। ଭାରତର ବିଜୟ ପ୍ରତିଶତ ୬୩.୩୩ ରହିଥିବା ବେଳେ ପାକିସ୍ତାନର ବିଜୟ ପ୍ରତିଶତ ୩୬.୬୬ ରହିଛି। ଓଭର ଅଲ୍‌ ଉଭୟ ଟିମ୍‌ ୧୩୧ଟି ମ୍ୟାଚ୍‌ ଖେଳିଛନ୍ତି। ଟିମ୍‌ ଇଣ୍ଡିଆ ୫୪ଟିରେ ଜିତିଛି ଓ ପାକିସ୍ତାନ ୭୩ଟିରେ ବାଜିମାତ କରିଛି। ୪ଟି ମ୍ୟାଚ୍‌ର ଫଳାଫଳ ବାହାରି ପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story