ଚାମ୍ପିୟନ୍ସ ଟ୍ରଫି ପାଇଁ ରାଜି ହେଲା ବିସିସିଆଇ: ଆସନ୍ତା କାଲି ଦଳ ଘୋଷଣା

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବ ଟିମ୍ ଇଣ୍ଡିଆ। ଏନେଇ ବିସିସିଆଇ ସବୁଜ ସଂକେତ ଦେଇଛି। ଆଜି ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହେବ। ମ୍ୟାଚ ଫିକୁ ନେଇ ବିସିସିଆଇ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯିବାକୁ ଚେତାବନୀ ଦେଇଥିଲା ବିସିସିଆଇ ଅଧିକ ପାଉଣା ପାଇଁ ଆଇସିସି ନିକଟରେ ଦାବି କରିଥିଲା  କିନ୍ତୁ ଏହାକୁ ଆଇସିସିର ଅନ୍ୟ ସଦସ୍ୟମାନେ ବିରୋଧ କରିଥିଲେ। ଏଥିଯୋଗୁ ଭାରତ […]

c557fdbb530317c582f1c95c40054d00

c557fdbb530317c582f1c95c40054d00

Rakesh Mallick
  • Published: Sunday, 07 May 2017
  • Updated: 07 May 2017, 03:50 PM IST

Sports

Latest News

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାଗ ନେବ ଟିମ୍ ଇଣ୍ଡିଆ। ଏନେଇ ବିସିସିଆଇ ସବୁଜ ସଂକେତ ଦେଇଛି। ଆଜି ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହେବ। ମ୍ୟାଚ ଫିକୁ ନେଇ ବିସିସିଆଇ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯିବାକୁ ଚେତାବନୀ ଦେଇଥିଲା ବିସିସିଆଇ ଅଧିକ ପାଉଣା ପାଇଁ ଆଇସିସି ନିକଟରେ ଦାବି କରିଥିଲା  କିନ୍ତୁ ଏହାକୁ ଆଇସିସିର ଅନ୍ୟ ସଦସ୍ୟମାନେ ବିରୋଧ କରିଥିଲେ। ଏଥିଯୋଗୁ ଭାରତ ଏକଘରିକିଆ ହେବା ସହ ଚାମ୍ପିୟନ୍ସ ଟ୍ରଫିରୁ ଓହରି ଯିବାକୁ ଚେତାବନୀ ଦେଇଥିଲା। ବିସିସିଆଇର ଏହି ନିଷ୍ପତ୍ତିକୁ  ପରାମର୍ଶଦାତା କମିଟି ବିରୋଧ କରିବା ସହ ଦଳ ଘୋଷଣା ପାଇଁ ନିର୍ଦ୍ଦେଶ ଦେଇଥିଲା ଏନେଇ ଆଜି ଦିଲ୍ଳୀରେ ବିସିସିଆଇର ସ୍ୱତନ୍ତ୍ର ସାଧାରଣ ବୈଠକ ଡକାଯାଇଥିଲା।

ଜୁନ ପହିଲାରୁ ଚାମ୍ପିୟନ୍ସ ଟ୍ରଫି ଇଂଲଣ୍ଡରେ ଆରମ୍ଭ ହେବ  ଏଥିରେ ୮ଟି ଦଳ ଭାଗନେବେ। ୨୦୧୩ରେ ଚାମ୍ପିୟନ୍ସ ଟ୍ରଫି ବିଜେତା ଭାରତୀୟ ଟିମ୍ ପୁଣି ଥରେ ଟାଇଟଲ ପାଇଁ ପଡିଆକୁ ଓହ୍ଳାଇବ।

Picture Courtesy-cricket country

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story