ଏଥର ବିଶ୍ୱକପ୍‌ ଜିତିବ ଭାରତ: କୋହଲି ହେବେ ଧନୀ, କିଏ କଲେ ଏମିତି ଭବିଷ୍ୟବାଣୀ ? ଜାଣନ୍ତୁ

ନୂଆଦିଲ୍ଲୀ: ଏଥର କ୍ରିକେଟ୍‌ ବିଶ୍ୱ କପ୍ ଜିତିବ ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ବିରାଟ୍‌ ସଚିନ୍‌ଙ୍କ ୧୦୦ ତମ ସେଞ୍ଚୁରି ରେକର୍ଡକୁ ମଧ୍ୟ ଭାଙ୍ଗିଦେବେ। ଚଳିତ ବର୍ଷ ମଧ୍ୟ କୋହଲିଙ୍କ ସଫଳତା ଜାରି ରହିବ। ଆପଣ ଖାଲି ଅପେକ୍ଷା କରନ୍ତୁ ବିଶ୍ୱକପ୍‌ ଦିନକୁ। ଏକଥା ଆମେ କହୁନାହୁଁ ଏହା କହୁଛନ୍ତି ପ୍ରଖ୍ୟାତ ଜ୍ୟୋତିର୍ବିତ୍‌ ନରେନ୍ଦ୍ର ବୁନ୍ଦେ। ନରେନ୍ଦ୍ର କ୍ରିକେଟ୍‌କୁ ନେଇ ଆଗରୁ ମଧ୍ୟ ଅନେକ ଥର ଭବିଷ୍ୟବାଣୀ କରିଛନ୍ତି। ସେ ସବୁ ସତ ହୋଇଛି। ତାଙ୍କର […]

211916-narendra-bunde-virat

211916-narendra-bunde-virat

Rakesh Mallick
  • Published: Monday, 12 March 2018
  • Updated: 12 March 2018, 08:00 PM IST

Sports

Latest News

ନୂଆଦିଲ୍ଲୀ: ଏଥର କ୍ରିକେଟ୍‌ ବିଶ୍ୱ କପ୍ ଜିତିବ ଟିମ୍‌ ଇଣ୍ଡିଆ। ଖାଲି ସେତିକି ନୁହେଁ ବିରାଟ୍‌ ସଚିନ୍‌ଙ୍କ ୧୦୦ ତମ ସେଞ୍ଚୁରି ରେକର୍ଡକୁ ମଧ୍ୟ ଭାଙ୍ଗିଦେବେ। ଚଳିତ ବର୍ଷ ମଧ୍ୟ କୋହଲିଙ୍କ ସଫଳତା ଜାରି ରହିବ। ଆପଣ ଖାଲି ଅପେକ୍ଷା କରନ୍ତୁ ବିଶ୍ୱକପ୍‌ ଦିନକୁ। ଏକଥା ଆମେ କହୁନାହୁଁ ଏହା କହୁଛନ୍ତି ପ୍ରଖ୍ୟାତ ଜ୍ୟୋତିର୍ବିତ୍‌ ନରେନ୍ଦ୍ର ବୁନ୍ଦେ। ନରେନ୍ଦ୍ର କ୍ରିକେଟ୍‌କୁ ନେଇ ଆଗରୁ ମଧ୍ୟ ଅନେକ ଥର ଭବିଷ୍ୟବାଣୀ କରିଛନ୍ତି। ସେ ସବୁ ସତ ହୋଇଛି। ତାଙ୍କର ସଦ୍ୟ ଭବିଷ୍ୟତବାଣୀ ଅନୁସାରେ କୋହଲିଙ୍କ ନେତୃତ୍ୱରେ ଭାରତ ୨୦୨୫ ପର୍ଯ୍ୟନ୍ତ ଟି-୨୦ ଓ ୱାନ୍‌ଡେ ବିଶ୍ୱକପ୍‌ ଜିତିବ।

ଏଥିସହିତ ବିରାଟ୍ ସଚିନ୍‌ ତେନ୍ଦୁଲକରଙ୍କ ଶହେ ସେଞ୍ଚୁରୀର ରେକର୍ଡ ମଧ୍ୟ ଭାଙ୍ଗି ପାରିବେ। ସବୁଥର ପରି ଏଥର ବି ତାଙ୍କ ଭବିଷ୍ୟବାଣୀ ସତ ହେବ ବୋଲି ଦାବି କରିଛନ୍ତି ନରେନ୍ଦ୍ର।  କୋହଲିଙ୍କୁ ନେଇ ସେ କହିଛନ୍ତି କୋହଲି ଏଥର ଏପରି ଏକ ବିଜ୍ଞାପନ ସହିତ ଚୁକ୍ତି କରିବେ ଯାହା ଭାରତ ଓ ଆନ୍ତର୍ଜାତୀୟ ସ୍ତରରେ କେହି ଶୁଣି ନଥିବେ।ଏଥିରେ ତାଙ୍କୁ ପ୍ରଚୁର ଟଙ୍କା ମିଳିବ।

ନରେନ୍ଦ୍ର ପୂର୍ବରୁ ଅନେକ ଭବିଷ୍ୟତାବାଣୀ କରିଛନ୍ତି। ସଚିନ୍‌ ତେନ୍ଦୁଲକର ଆଘାତ ପାଇ ଖେଳରେ ଭାଗ ନନେବା, ଭାରତ ରତ୍ନ ପାଇବା, ମ୍ୟାଚ୍‌ରେ ସୌରଭ ଗାଙ୍ଗୁଲିଙ୍କ ପ୍ରତ୍ୟାବର୍ତ୍ତନ ଓ ୨୦୧୧ ବିଶ୍ୱକପ୍‌ ଜିତିବା ଭଳି ଅନେକ ଭବିଷ୍ୟବାଣୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story