ଟସ୍‌ ଜିତି ଟିମ୍‌ ଇଣ୍ଡିଆର ବୋଲିଂ ନିଷ୍ପତ୍ତି, ରାହୁଲଙ୍କୁ ମିଳିଲାନି ସୁଯୋଗ

ଫ୍ଲୋରିଡା: ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ଆମେରିକାର ଫ୍ଲୋରିଡା ଠାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ କାର୍ଲସ୍ ବ୍ରାଥୱେଟଙ୍କ ଇଣ୍ଡିଜ୍‌ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ। ଟିମ୍‌ ଇଣ୍ଡିଆ ଆଜି ଲେଗ ସ୍ପିନର ରାହୁଲ ଚହର କିମ୍ବା ତାଙ୍କ ଭାଇ ଦୀପକ ଚହରଙ୍କୁ ଚୂଡ଼ାନ୍ତ ଏକାଦଶରେ […]

edd

edd

Hemant Lenka
  • Published: Saturday, 03 August 2019
  • Updated: 03 August 2019, 07:45 PM IST

Sports

Latest News

ଫ୍ଲୋରିଡା: ବିଶ୍ୱକପ୍‌ ସ୍ୱପ୍ନ ଅଧାରୁ ଧୂଳିସାତ ହେବା ପରେ ପ୍ରଥମଥର ପାଇଁ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ। ଆମେରିକାର ଫ୍ଲୋରିଡା ଠାରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ କାର୍ଲସ୍ ବ୍ରାଥୱେଟଙ୍କ ଇଣ୍ଡିଜ୍‌ ଟିମ୍‌ ପ୍ରଥମେ ବ୍ୟାଟିଂ କରିବ।

ଟିମ୍‌ ଇଣ୍ଡିଆ ଆଜି ଲେଗ ସ୍ପିନର ରାହୁଲ ଚହର କିମ୍ବା ତାଙ୍କ ଭାଇ ଦୀପକ ଚହରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିନାହିଁ। ତେବେ ଦଳ ପାଇଁ ଦ୍ରୁତ ବୋଲର ନଭଦୀପ ସାଇନି ଡେବ୍ୟୁ କରୁଛନ୍ତି।

ଭାରତ ଆଜି ୩ ଜଣ ଦ୍ରୁତ ବୋଲର ଭୁବନେଶ୍ୱର କୁମାର, ନଭଦୀପ ସାଇନି ଓ ଖଲୀଲ ଅହମ୍ମଦଙ୍କୁ ନେଇ ମିଇଦାନକୁ ଓହ୍ଲାଇଛି।

ସେହିପରି ୱାଶିଂଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା ଓ କୃନାଲ ପାଣ୍ଡ୍ୟା ସ୍ପିନିଂ ଦାୟିତ୍ୱରେ ରହିବେ।

ବ୍ୟାଟିଂ ବିଭାଗ ଦାୟିତ୍ୱ ବିରାଟ୍‌ କୋହଲି, ରୋହିତ ଶର୍ମା, ଶିଖର ଧୱନ, ମନୀଷ ପାଣ୍ଡେ ଓ ରିଷଭ ପନ୍ତଙ୍କ କାନ୍ଧରେ ରହିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେଏଲ ରାହୁଲଙ୍କୁ ଆଜିର ମ୍ୟାଚ୍‌ରେ ସୁଯୋଗ ମିଳିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story