ଦ୍ୱିତୀୟ ଅଭ୍ୟାସ୍‌ ମ୍ୟାଚରେ ଭାରତ ବିଜୟୀ

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ୨୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩୯.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୯୧, ଏସ୍‌. ଜ୍ୟାକସନ୍‌ ୫୯, ଆର. ପନ୍ତ ୫୯, ସୁରେଶ ରାଇନା ୪୫ ରନ୍‌ କରିଥିଲେ। ଡିଜେ ହୋଡା ୨୩ ଏବଂ ଆଇ. କ୍ରିଷ୍ଣା ୫ ରନ୍‌ କରି ଦଳକୁ ଜିତାଇଥିଲେ। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି […]

india

india

Rakesh Mallick
  • Published: Thursday, 12 January 2017
  • Updated: 12 January 2017, 05:59 PM IST

Sports

Latest News

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ୍‌କୁ ଭାରତ ୬ ୱିକେଟ୍‌ରେ ଜିତି ନେଇଛି। ୨୮୩ ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ୩୯.୪ ଓଭରରେ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୯୧, ଏସ୍‌. ଜ୍ୟାକସନ୍‌ ୫୯, ଆର. ପନ୍ତ ୫୯, ସୁରେଶ ରାଇନା ୪୫ ରନ୍‌ କରିଥିଲେ। ଡିଜେ ହୋଡା ୨୩ ଏବଂ ଆଇ. କ୍ରିଷ୍ଣା ୫ ରନ୍‌ କରି ଦଳକୁ ଜିତାଇଥିଲେ।

ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ଆରମ୍ଭ ଭଲ ହୋଇଥିଲା। ପ୍ରଥମ ତିନି ବ୍ୟାଟ୍ସମ୍ୟାନ ଜେ. ରୟ ୨୫, ଏ. ହେଲସ୍‌ ୫୧ ଏବଂ ଜେ. ବାରିଷ୍ଟୋ ୬୪ ରନ୍‌ କରି ଆଉଟ୍‌ ହେବା ପରେ ଇଂଲଣ୍ଡର ବ୍ୟାଟିଂ ଭୁଶୁଡି ପଡିଥିଲା। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ କିଛି ଖାସ କରିପାରି ନ ଥିଲେ।

ଭାରତ ପକ୍ଷରୁ ପି. ରାସୋଲ ୩ଟି, ବି. ସଙ୍ଗୱାନ, ଅଶୋକ ଡିଣ୍ଡା ଏବଂ ଏସ୍‌. ନଦିମ୍‌ ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଏସ୍‌. କାଉଲ ଗୋଟିଏ ୱିକେଟ୍‌ ନେଇଥିଲା।

ପ୍ରଥମ ଅଭ୍ୟାସ ମ୍ୟାଚରେ ଭାରତ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story