ଜର୍ମାନ କନିଷ୍ଠ ଦଳକୁ ୫-୦ରେ ହରାଇଲା ଭାରତୀୟ ଦଳ

ନୂଆଦିଲ୍ଲୀ: ଜର୍ମାନ୍‌ର ଡିସ୍‌ବର୍ଗରେ ଖେଳାଯାଇଥିବା ୧୬ ବର୍ଷରୁ କମ୍ ଭାରତୀୟ ଫୁଟ୍‌ବଲ ଦଳ ଜର୍ମାନ୍‌ ଜୁନିୟର ଦଳ ସ୍ପୋଟ୍ସଫ୍ରେୟୁଣ୍ଡେ ସିଜେନ୍‌କୁ ଆଜି ୫-୦ରେ ପରାଜିତ କରିଛି। ଭାରତର କୋମଲ ୨ଟି ଗୋଲ, ଅମନ୍‌ ଛେତ୍ରୀ, ନରେନ୍ଦ୍ରର ଓ ରାକିପ୍‌ଙ୍କ ଗୋଟିଏ ଲେଖାଏଁ ଗୋଲ ବଳରେ ଜର୍ମାନ ଦଳକୁ ଆଜି ପରାଜିତ କରିଛି ଭାରତ। ଜର୍ମାନୀ ଦଳ ଖେଳ ଆରମ୍ଭ ହେବାର ୩ ମିନିଟ୍‌ରେ ଏକ କର୍ଣ୍ଣରକୁ ଗୋଲରେ ପରିଣତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତର ଅମରଜିତ୍‌ […]

football

football

Rakesh Mallick
  • Published: Sunday, 31 July 2016
  • Updated: 31 July 2016, 06:04 PM IST

Sports

Latest News

ନୂଆଦିଲ୍ଲୀ: ଜର୍ମାନ୍‌ର ଡିସ୍‌ବର୍ଗରେ ଖେଳାଯାଇଥିବା ୧୬ ବର୍ଷରୁ କମ୍ ଭାରତୀୟ ଫୁଟ୍‌ବଲ ଦଳ ଜର୍ମାନ୍‌ ଜୁନିୟର ଦଳ ସ୍ପୋଟ୍ସଫ୍ରେୟୁଣ୍ଡେ ସିଜେନ୍‌କୁ ଆଜି ୫-୦ରେ ପରାଜିତ କରିଛି।

ଭାରତର କୋମଲ ୨ଟି ଗୋଲ, ଅମନ୍‌ ଛେତ୍ରୀ, ନରେନ୍ଦ୍ରର ଓ ରାକିପ୍‌ଙ୍କ ଗୋଟିଏ ଲେଖାଏଁ ଗୋଲ ବଳରେ ଜର୍ମାନ ଦଳକୁ ଆଜି ପରାଜିତ କରିଛି ଭାରତ।

ଜର୍ମାନୀ ଦଳ ଖେଳ ଆରମ୍ଭ ହେବାର ୩ ମିନିଟ୍‌ରେ ଏକ କର୍ଣ୍ଣରକୁ ଗୋଲରେ ପରିଣତ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଭାରତର ଅମରଜିତ୍‌ ଏହାକୁ କରାଇଦେଇ ନ ଥିଲେ। ଏହାପରେ ୧୪ ମିନିଟରେ ଦଳର କୋମଲ ଏକ ଗୋଲ ଦେଇଥିଲେ। ଏହାପରେ ଲଗାତାର ଭାବେ ଭାରତ ଜର୍ମାନ ଜୁନିୟର ଦଳକୁ ଗୋଲ ଦେଇଥିଲେ ମଧ୍ୟ ଜର୍ମାନ କୌଣସି ଗୋଲ ଦେଇପାରି ନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story