କଙ୍ଗାରୁ ଆଖିରେ ଲୁହ: ବାଙ୍ଗାଲୋର ଟେଷ୍ଟରେ ଭାରତର ବାଜିମାତ୍‌

ବାଙ୍ଗାଲୋର: ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବାଜିମାତ୍‌।  ଅଷ୍ଟ୍ରେଲିଆକୁ ୭୫ରନରେ ହରେଇଲା ଟିମ୍‌ ଇଣ୍ଡିଆ । ଆକର୍ଷଣୀୟ  କମ୍‌ବ୍ୟାକ୍‌ କରି ଭାରତ ବାଙ୍ଗାଲୋର ଟେଷ୍ଟକୁ ନିଜ ନାଁରେ କରିପାରିଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଆଗରେ ଭାରତ ୧୮୮ରନର ବିଜୟ ଲକ୍ଷ୍ୟ ରଖିଥିଲା। ମାତ୍ର ଭାରତର ବେ।ଲିଂ ଆକ୍ରମଣକୁ ସାମ୍ନା ନ କରିପାରି ଆଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରିଥିଲେ। ଭାରତ ପ୍ରଥମ ଇନିଂସରେ ୧୮୯ ଓ ୨ୟ ଇନିଙ୍ଗ୍ସରେ ୨୭୪  ରନ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ […]

virat

virat

Rakesh Mallick
  • Published: Tuesday, 07 March 2017
  • Updated: 07 March 2017, 04:33 PM IST

Sports

Latest News

ବାଙ୍ଗାଲୋର: ଦ୍ୱିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବାଜିମାତ୍‌।  ଅଷ୍ଟ୍ରେଲିଆକୁ ୭୫ରନରେ ହରେଇଲା ଟିମ୍‌ ଇଣ୍ଡିଆ । ଆକର୍ଷଣୀୟ  କମ୍‌ବ୍ୟାକ୍‌ କରି ଭାରତ ବାଙ୍ଗାଲୋର ଟେଷ୍ଟକୁ ନିଜ ନାଁରେ କରିପାରିଛି । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଆଗରେ ଭାରତ ୧୮୮ରନର ବିଜୟ ଲକ୍ଷ୍ୟ ରଖିଥିଲା। ମାତ୍ର ଭାରତର ବେ।ଲିଂ ଆକ୍ରମଣକୁ ସାମ୍ନା ନ କରିପାରି ଆଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଆତ୍ମସମର୍ପଣ କରିଥିଲେ। ଭାରତ ପ୍ରଥମ ଇନିଂସରେ ୧୮୯ ଓ ୨ୟ ଇନିଙ୍ଗ୍ସରେ ୨୭୪  ରନ କରିଥିଲା। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୭୬ ଓ ୨ୟ ଇନିଂସରେ ୧୧୨ ରନ କରି ଅଲଆଉଟ୍‌ ହେ।ଇଯାଇଥିଲା ।  ଗେ।ଟିଏ ଦିନ ପୂର୍ବରୁ ତଥା  ୪ର୍ଥ ଦିନରେ ମ୍ୟାଚର ଫଳାଫଳ ଆସିଯାଇଛି । ଭାରତର ଏହି ରେ।ମାଞ୍ଚକର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ରବିଚନ୍ଦ୍ର ଅଶ୍ୱିନ । ସେ ଦ୍ୱିତୀୟ ଇନିଂସରେ ମୂଲ୍ୟବାନ ୬ ୱିକେଟ ନେଇ ଅଷ୍ଟ୍ରେଲିଆକୁ ଧୂଳିସାତ କରି ଦେଇଥିଲେ । ଫଳରେ ୪ଟିକିଆ ଟେଷ୍ଟ ସିରିଜରେ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ୧-୧ରେ ସ୍ଥିତିରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story