ରାହାଣେଙ୍କ ଶତକ; ୱେଷ୍ଟଇଣ୍ଡିଜ୍‌କୁ ୧୦୫ ରନ୍‌ରେ ହରାଇଲା ଭାରତ

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତ ୧୦୫ ରନ୍‌ରେ ଜିତି ଯାଇଛି। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି। ବର୍ଷା ଯୋଗୁଁ ଗତକାଲିର ମ୍ୟାଚ୍‌କୁ ୪୩-୪୩ ଓଭର କରାଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୩ ଓଭରରେ ୫ ୱିକେଟ୍ ହରାଇ ୩୧୦ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ଟିମ୍ ୪୩ ଓଭରରେ ୬ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ […]

india

india

Rakesh Mallick
  • Published: Monday, 26 June 2017
  • Updated: 26 June 2017, 08:46 AM IST

Sports

Latest News

ତ୍ରିନିଦାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ଭାରତ ୧୦୫ ରନ୍‌ରେ ଜିତି ଯାଇଛି। ଏହା ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ରହିଛି।

ବର୍ଷା ଯୋଗୁଁ ଗତକାଲିର ମ୍ୟାଚ୍‌କୁ ୪୩-୪୩ ଓଭର କରାଯାଇଥିଲା। ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୪୩ ଓଭରରେ ୫ ୱିକେଟ୍ ହରାଇ ୩୧୦ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍ ଟିମ୍ ୪୩ ଓଭରରେ ୬ ୱିକେଟ୍ ହରାଇ ୨୦୫ ରନ୍ କରିଥିଲା। ଭାରତ ପକ୍ଷରୁ ଆଜିଙ୍କ୍ୟ ରାହାଣେ ୧୦୩ ରନ୍ କରି ଥିବା ବେଳେ ୱେଷ୍ଟଇଣ୍ଡିଜ୍ ପକ୍ଷରୁ ସାଇ ହୋପ୍ ସର୍ବାଧିକ ୮୧ ରନ୍ କରିଥିଲେ। ରାହାଣେଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଥିଲା।

ଭାରତ ପକ୍ଷରୁ ଶିଖର ଧାୱନ ୬୩ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୮୭ ରନ୍ କରିଥିଲେ। ଯୁବରାଜ ମାତ୍ର ୧୪ ରନ୍‌ରେ ଆଉଟ୍ ହୋଇଯାଇଥିଲେ। ଭାରତ ପକ୍ଷରୁ କୁଲଦୀପ ଯାଦବ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story