ୱେଷ୍ଟଇଣ୍ଡିଜକୁ ହରାଇ ସିରିଜ୍ ଜିତିଲା ଭାରତୀୟ ମହିଳା କ୍ରିକେଟ୍ ଦଳ

ମୁଲାପୁଡୁ (ଆନ୍ଧ୍ରପ୍ରଦେଶ): ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ଯାଇଛି ଭାରତୀୟ ମହିଳା ଟିମ୍‌। ଏହା ସହିତ ତିନିଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌କୁ ଦଳ ହାତେଇ ନେଇଛି। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଖେଳାଯିବାକୁ ଥିବା ବେଳେ ଘରୋଇ ଦଳ ୨-୦ରେ ଅଗ୍ରଣୀ ରହିଛି। ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଭରତୀୟ ଦଳ ୩୮ ଓଭରରେ ବିଜୟ […]

mithali

mithali

Rakesh Mallick
  • Published: Sunday, 13 November 2016
  • Updated: 13 November 2016, 07:31 PM IST

Sports

Latest News

ମୁଲାପୁଡୁ (ଆନ୍ଧ୍ରପ୍ରଦେଶ): ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌କୁ ୫ ୱିକେଟ୍‌ରେ ଜିତି ଯାଇଛି ଭାରତୀୟ ମହିଳା ଟିମ୍‌। ଏହା ସହିତ ତିନିଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌କୁ ଦଳ ହାତେଇ ନେଇଛି। ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆସନ୍ତା ମଙ୍ଗଳବାର ଖେଳାଯିବାକୁ ଥିବା ବେଳେ ଘରୋଇ ଦଳ ୨-୦ରେ ଅଗ୍ରଣୀ ରହିଛି।

ୱେଷ୍ଟଇଣ୍ଡିଜ୍ ଦଳ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଭରତୀୟ ଦଳ ୩୮ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ସ୍ମୃତି ମନ୍ଧାନା ୪୪ ରନ୍ କରିଥିବା ବେଳେ ଅଧିନାୟକ ମିଥାଲି ରାଜ ୪୫ ରନ୍ କରିଥିଲେ। ଦୀପ୍ତି ଶର୍ମା ୩୨ ରନ୍ କରିଥିଲେ।

ୱେଷ୍ଟଇଣ୍ଡିଜ୍‌ର ଡିଏଣ୍ଡ୍ରା ଡୋଟ୍ଟିନ୍ ୬୩ ରନ୍ କରିଥିଲେ। ତାଙ୍କର ଏହି ରନ୍ ବଳରେ ୱେଷ୍ଟଇଣ୍ଡିଜ୍ ଦଳ ୧୫୦ ରନ୍ ଅତିକ୍ରମ କରିଥିଲା। ଦଳ ୫୮ ରନ୍‌ରେ ୪ଟି ୱିକେଟ୍ ହରାଇଥିଲା।

ଭାରତୀୟ ବୋଲର ଝୁଲଣ ଗୋସ୍ୱାମୀ ଓ ଏକତା ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story