ଭାରତ-ଦକ୍ଷିଣ ଆଫ୍ରିକା ଟକ୍କର: ଟସ୍‌ ଜିତି ଟିମ୍‌ ଇଣ୍ଡିଆର ଫିଲ୍ଡିଂ ନିଷ୍ପତ୍ତି

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର  ଆରମ୍ଭ ହୋଇଯାଇଛି। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଏହିମ୍ୟାଚରେ ଭାରତୀୟ ଦଳରେ ଗୋଟିଓ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚୂଡାନ୍ତ ଦଳରେ ଉମେଶ ଯାଦବଙ୍କ ବଦଳରେ ଆର୍. ଅଶ୍ୱିନଙ୍କୁ ସାମିଲ କରାଯାଇଛି। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଉଭୟ ଦୁଇଟି ମ୍ୟାଚରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାବେଳେ। ଏହି ମ୍ୟାଚରେ ଯେଉଁ […]

kohli-1-getty-110617-1497168935

kohli-1-getty-110617-1497168935

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 04:02 PM IST

Sports

Latest News

ମୁମ୍ବାଇ: ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟକ୍କର  ଆରମ୍ଭ ହୋଇଯାଇଛି। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଏହିମ୍ୟାଚରେ ଭାରତୀୟ ଦଳରେ ଗୋଟିଓ ପରିବର୍ତ୍ତନ ଦେଖିବାକୁ ମିଳିଛି। ଚୂଡାନ୍ତ ଦଳରେ ଉମେଶ ଯାଦବଙ୍କ ବଦଳରେ ଆର୍. ଅଶ୍ୱିନଙ୍କୁ ସାମିଲ କରାଯାଇଛି। ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଥିବା ଏହି ମ୍ୟାଚ ଉଭୟଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଉଭୟ ଦୁଇଟି ମ୍ୟାଚରୁ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବାବେଳେ। ଏହି ମ୍ୟାଚରେ ଯେଉଁ ଦଳ ବିଜୟ ହାସଲ କରିବ ସେହି ଦଳ ସିଧା ସେମିଫାଇନାଲକୁ ପ୍ରବେଶ କରିବ।  ଭାରତ ତାର ପ୍ରଥମେ ମ୍ୟାଚରେ ପାକିସ୍ତାନକୁ ହରାଇଥିବାବେଳେ, ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କାଠାରୁ ପରାସ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos