ଶ୍ରୀଲଙ୍କାକୁ ୪ର୍ଥ ଝଟ୍‌କା, ଜାଡେଜାଙ୍କୁ ପ୍ରଥମ ଓଭର୍‌ରେ ସଫଳତା

ଲିଡ୍ସ: ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଜାଡେଜା ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲ୍‌ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍‌ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି। ଏହାର ପରବର୍ତ୍ତୀ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଯାଦୁ ଦେଖାଇ ଶ୍ରୀଲଙ୍କା ପକ୍ଷରୁ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଅଭିସ୍କା ପର୍ଣ୍ଣାଡୋ(୨୦)ଙ୍କୁ ଆଉଟ୍‌ କରି […]

a

a

Hemant Lenka
  • Published: Saturday, 06 July 2019
  • Updated: 06 July 2019, 04:03 PM IST

Sports

Latest News

ଲିଡ୍ସ: ବିଶ୍ୱକପ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ରବୀନ୍ଦ୍ର ଜାଡେଜା ଆରମ୍ଭରୁ ନିଜର ଜଲୱା ଦେଖାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଜାଡେଜା ନିଜର ପ୍ରଥମ ଓଭର୍‌ର ୪ର୍ଥ ବଲ୍‌ରେ ହିଁ ସଫଳତା ପାଇଛନ୍ତି। ସେ ଏକ ଚମତ୍କାର ବଲ୍‌ରେ ବିସ୍ଫୋରକ କୁଶଲ ମେଣ୍ଡିସଙ୍କୁ ଧୋନିଙ୍କ ହାତରେ ଷ୍ଟମ୍ପିଂ କରି ଦେଇଛନ୍ତି। ଏହାର ପରବର୍ତ୍ତୀ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ନିଜର ଯାଦୁ ଦେଖାଇ ଶ୍ରୀଲଙ୍କା ପକ୍ଷରୁ ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଅଭିସ୍କା ପର୍ଣ୍ଣାଡୋ(୨୦)ଙ୍କୁ ଆଉଟ୍‌ କରି ଦେଇଛନ୍ତି।

ଏହି କ୍ୟାଚ୍‌ଟିକୁ ମଧ୍ୟ ଧୋନି ଧରିଥିଲେ। ପୂର୍ବରୁ ଯଶପ୍ରୀତ ବୁମ୍ରା ଦୁଇଟି ୱିକେଟ୍‌ ନେଇଛନ୍ତି। ୪ଟି ଯାକ ୱିକେଟ୍‌ରେ ଧୋନିଙ୍କ ଅବଦାନ ରହିଛି। ଶେଷ ଖବର ସୁଦ୍ଧା ଶ୍ରୀଲଙ୍କା ୧୨ ଓଭର୍‌ରେ ୪ ୱିକେଟ୍‌ ହରାଇ ୫୫ ରନ୍‌ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story