ଭାରତ ପାଇଁ ବକ୍ସିଂ ସ୍ୱର୍ଣ୍ଣ ଜିତିଲେ ଆଶିଷ

ବ୍ୟାଙ୍କକ: ଏସିଆ ଗେମ୍ସରେ ଭାରତ ପାଇଁ ରୌପ୍ୟ ଜିତିଥିବା ଷ୍ଟାର ବକ୍ସର ଆଶିଷ କୁମାର ଆଜି ଥାଇଲ୍ୟାଣ୍ଡ ଓପନ୍‌ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୭୫ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି। ଏହି ପଦକ ସହ ଭାରତ ଚଳିତ ଥାଇଲ୍ୟାଣ୍ଡ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ପାଇ ନିଜର ଅଭିଯାନ ଶେଷ କରିଛି। ଆଜିର ଫାଇନାଲରେ ଆଶିଷ କୁମାରଙ୍କ ମୁକାବିଲା […]

rthj

rthj

Hemant Lenka
  • Published: Saturday, 27 July 2019
  • Updated: 27 July 2019, 09:30 PM IST

Sports

Latest News

ବ୍ୟାଙ୍କକ: ଏସିଆ ଗେମ୍ସରେ ଭାରତ ପାଇଁ ରୌପ୍ୟ ଜିତିଥିବା ଷ୍ଟାର ବକ୍ସର ଆଶିଷ କୁମାର ଆଜି ଥାଇଲ୍ୟାଣ୍ଡ ଓପନ୍‌ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୭୫ କେଜି ବର୍ଗରେ ଏହି ସଫଳତା ପାଇଛନ୍ତି।

ଏହି ପଦକ ସହ ଭାରତ ଚଳିତ ଥାଇଲ୍ୟାଣ୍ଡ ଓପନ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ ପାଇ ନିଜର ଅଭିଯାନ ଶେଷ କରିଛି।

ଆଜିର ଫାଇନାଲରେ ଆଶିଷ କୁମାରଙ୍କ ମୁକାବିଲା କୋରିଆର କିମ୍‌ ଜିନଜେଇଙ୍କ ସହ ହୋଇଥିଲା। ଏହାକୁ ଆଶିଷ କୁମାର ୫-୦ରେ କବଜା କରି ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story