ଟି-୨୦ ମ୍ୟାଚ୍ ଖେଳି ୱେଷ୍ଟଇଣ୍ଡିଜ୍ ଗସ୍ତ ଆରମ୍ଭ କରିବ ଭାରତ

ନୂଆଦିଲ୍ଲୀ: ଭାରତ ଟେଷ୍ଟ ଚାମ୍ପିଅନଶିପରେ ତା’ର ଅଭିଯାନର ଶୁଭାରମ୍ଭ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅଗଷ୍ଟ ୨୨ ତାରିଖରୁ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରୁ ଆରମ୍ଭ କରିବ। ତେବେ ଭାରତର ଏହି ଗସ୍ତ ଅଗଷ୍ଟ ୩ ତାରିଖରୁ ଫ୍ଲୋରିଡାରେ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚରୁ ଆରମ୍ଭ ହେବ। ୨୦୧୯ରେ ଭାରତ ବିଦେଶରେ ଏକମାତ୍ର ଟେଷ୍ଟ ସିରିଜ ଖେଳିବ। ଦୁଇ ଟେଷ୍ଟ ଓ ତିନି ଟି-୨୦ ବ୍ୟତୀତ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ। ପ୍ରଥମ ଟେଷ୍ଟ […]

INDIA TOUR WI

INDIA TOUR WI

Hemant Lenka
  • Published: Thursday, 13 June 2019
  • Updated: 13 June 2019, 08:52 PM IST

ନୂଆଦିଲ୍ଲୀ: ଭାରତ ଟେଷ୍ଟ ଚାମ୍ପିଅନଶିପରେ ତା'ର ଅଭିଯାନର ଶୁଭାରମ୍ଭ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଅଗଷ୍ଟ ୨୨ ତାରିଖରୁ ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରୁ ଆରମ୍ଭ କରିବ। ତେବେ ଭାରତର ଏହି ଗସ୍ତ ଅଗଷ୍ଟ ୩ ତାରିଖରୁ ଫ୍ଲୋରିଡାରେ ହେବାକୁଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ମ୍ୟାଚରୁ ଆରମ୍ଭ ହେବ। ୨୦୧୯ରେ ଭାରତ ବିଦେଶରେ ଏକମାତ୍ର ଟେଷ୍ଟ ସିରିଜ ଖେଳିବ। ଦୁଇ ଟେଷ୍ଟ ଓ ତିନି ଟି-୨୦ ବ୍ୟତୀତ ଭାରତ ୱେଷ୍ଟଇଣ୍ଡିଜ୍ ଗସ୍ତରେ ତିନୋଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳିବ।

ପ୍ରଥମ ଟେଷ୍ଟ ଅଗଷ୍ଟ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଭିଭିଆନ୍ ରିଚାର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଏହା ପରେ ଦ୍ୱିତୀୟ ଟେଷ୍ଟ ଅଗଷ୍ଟ ୩୦ରୁ ଜାମାଇକାର ସାବିନା ପାର୍କରେ ଆରମ୍ଭ ହେବ। ଏହି ଟେଷ୍ଟ ମ୍ୟାଚ୍ ସହ ଆଇସିସି ଟେଷ୍ଟ ଚାମ୍ପିଅନଶିପର ମଧ୍ୟ ଶୁଭାରମ୍ଭ ହେବ, ଯାହା ଆଗାମୀ ଦୁଇବର୍ଷ ପର୍ଯ୍ୟନ୍ତ ଚାଲିବ।

ଟି-୨୦ ସିରିଜର ପ୍ରଥମ ଦୁଇ ମ୍ୟାଚ୍ ଅଗଷ୍ଟ ୩ ଓ ୪ ତାରିଖରେ ଫ୍ଲୋରିଡାର ବ୍ରୋୱାର୍ଡ କାଉଣ୍ଟି ଷ୍ଟାଡିୟମରେ ଖେଳାଯିବ। ଦୁଇ ଟିମ୍ ମଧ୍ୟରେ ତିନିବର୍ଷ ପୂର୍ବେ ଏଠାରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା, ଯେଉଁଥିରେ ଦୁଇଟି ମ୍ୟାଚର ଫଳାଫଳ ମିଳିଥିଲା। ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ଅଗଷ୍ଟ ୬ ତାରିଖରେ ଗାଏନାରେ ଅନୁଷ୍ଠିତ ହେବ। ଏହା ପରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଅଗଷ୍ଟ ୮ ତାରିଖରେ ଖେଳାଯିବ। ପରବର୍ତ୍ତୀ ଦୁଇଟି ଦିନିକିଆ ଅଗଷ୍ଟ ୧୧ ଓ ୧୪ ତାରିଖରେ ତ୍ରିନିଦାଦର କୁଇନ୍ସ ପାର୍କ ଓଭାଲରେ ଖେଳଯିବ।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଖେଳାଯିବ। ପ୍ରତି ସିରିଜରେ ଦୁଇରୁ ପାଞ୍ଚଟି ଟେଷ୍ଟ ମ୍ୟାଚ୍ ରହିବ। ତେବେ ପ୍ରତି ଟିମ୍ ପରସ୍ପର ବିରୋଧରେ ୬ଟି ଲେଖାଏ ସିରିଜ୍ (ତିନୋଟି ଘରେ ଏବଂ ତିନୋଟି ବାହାରେ) ଖେଳିବ। ପ୍ରତି ଟିମ୍ ସିରିଜରେ ଅତିବେଶୀରେ ୧୨୦ ପଏଣ୍ଟ ହାସଲ କରିପାରିବ ଏବଂ ଲିଗ୍ ପର୍ଯ୍ୟାୟରେ ଶୀର୍ଷରେ ଥିବା ଦୁଇ ଟିମ୍ ଫାଇନାଲ୍ ଖେଳିବେ। ଫାଇନାଲ୍ ମୁକାବିଲା ୨୦୨୧ ଜୁଲାଇରେ ଇଂଲଣ୍ଡରେ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story