ଭାରତୀୟ ଶଟ ପୁଟର ନବୀନ ୪ ବର୍ଷ ବ୍ୟାନ

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଶଟ ପୁଟର ନବୀନ ଚିକାରାଙ୍କୁ ଆଇଏଏଏଫର ଇଣ୍ଟିଗ୍ରିଟି ୟୁନିଟ୍‌ ୪ ବର୍ଷ ପାଇଁ ବ୍ୟାନ କରିଛି। ଶୁକ୍ରବାର କୁହାଯାଇଛି ଯେ ନବୀନଙ୍କ ବ୍ୟାନ୍‌ କାର୍ଯ୍ୟକାଳ ୨୦୧୮ ଜୁଲାଇ ୨୭ରୁ ଆରମ୍ଭ ହୋଇ ୪ ବର୍ଷ ପାଇଁ ଜାରି ରହିବ। ୨୦୧୮ ନଭେମ୍ବରରେ ସାମୟିକ ଭାବେ ନବୀନଙ୍କ ଉପରେ ବ୍ୟାନ ଲାଗିଥିଲା। ୨୦୧୮ ଡିସେମ୍ବର ମାସରେ ନବୀନ ଏହାକୁ ଗ୍ରହଣ କରିବା ସହ ଭୁଲବଶତଃ ବ୍ୟାନ ହୋଇଥିବା ଔଷଧ […]

dyb

dyb

Hemant Lenka
  • Published: Saturday, 28 March 2020
  • Updated: 28 March 2020, 05:47 PM IST

Sports

Latest News

ନୂଆଦିଲ୍ଲୀ: ଡୋପ ଟେଷ୍ଟରେ ବିଫଳ ହେବା ପରେ ଭାରତୀୟ ଶଟ ପୁଟର ନବୀନ ଚିକାରାଙ୍କୁ ଆଇଏଏଏଫର ଇଣ୍ଟିଗ୍ରିଟି ୟୁନିଟ୍‌ ୪ ବର୍ଷ ପାଇଁ ବ୍ୟାନ କରିଛି। ଶୁକ୍ରବାର କୁହାଯାଇଛି ଯେ ନବୀନଙ୍କ ବ୍ୟାନ୍‌ କାର୍ଯ୍ୟକାଳ ୨୦୧୮ ଜୁଲାଇ ୨୭ରୁ ଆରମ୍ଭ ହୋଇ ୪ ବର୍ଷ ପାଇଁ ଜାରି ରହିବ। ୨୦୧୮ ନଭେମ୍ବରରେ ସାମୟିକ ଭାବେ ନବୀନଙ୍କ ଉପରେ ବ୍ୟାନ ଲାଗିଥିଲା।

୨୦୧୮ ଡିସେମ୍ବର ମାସରେ ନବୀନ ଏହାକୁ ଗ୍ରହଣ କରିବା ସହ ଭୁଲବଶତଃ ବ୍ୟାନ ହୋଇଥିବା ଔଷଧ ଖାଇଥିବା ସ୍ୱୀକାର କରିଥିଲେ। ଏଥିସହ ୨୦୧୯ ମାର୍ଚ୍ଚ ୧୨ରେ ନବୀନ ଆଣ୍ଟି ଡୋପିଂ ରୁଲକୁ ଉଲ୍ଲଙ୍ଘନ କରିଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story