ଥାଇଲ୍ୟାଣ୍ଡ ଓପନ୍: ଫାଇନାଲରେ ଦୁଇ ଭାରତୀୟ ଖେଳାଳି

ବ୍ୟାଙ୍କକ: ଏକାଧିକ ବଡ଼ ଟୁର୍ଣ୍ଣାମେଣ୍ଟର ଲିଗ୍ ଓ କ୍ୱାର୍ଟର ଫାଇନାଲରୁ ବାଦ୍‌ ପଡ଼ିବା ପରେ ଶେଷରେ ଭାରତର ଦୁଇ ବ୍ୟାଡମିଣ୍ଟନ ଷ୍ଟାର୍ ସ୍ୱସ୍ତିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସର ଫାଇନାଲ୍‌ରେ ପହଞ୍ଚି ଚିରାଗ ଓ ସ୍ୱସ୍ତିକ ସାଇରାଜ ଇତିହାସ ସୃଷ୍ଟି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଭାରତୀୟ ଯୋଡ଼ି ସେମି ଫାଇନାଲ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଦକ୍ଷିଣ କୋରିଆର କୋ ସୁଙ୍ଗ […]

j

j

Hemant Lenka
  • Published: Saturday, 03 August 2019
  • Updated: 03 August 2019, 04:28 PM IST

ବ୍ୟାଙ୍କକ: ଏକାଧିକ ବଡ଼ ଟୁର୍ଣ୍ଣାମେଣ୍ଟର ଲିଗ୍ ଓ କ୍ୱାର୍ଟର ଫାଇନାଲରୁ ବାଦ୍‌ ପଡ଼ିବା ପରେ ଶେଷରେ ଭାରତର ଦୁଇ ବ୍ୟାଡମିଣ୍ଟନ ଷ୍ଟାର୍ ସ୍ୱସ୍ତିକ ସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀ ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଥାଇଲ୍ୟାଣ୍ଡ ଓପନ ବ୍ୟାଡମିଣ୍ଟନର ପୁରୁଷ ଡବଲ୍ସର ଫାଇନାଲ୍‌ରେ ପହଞ୍ଚି ଚିରାଗ ଓ ସ୍ୱସ୍ତିକ ସାଇରାଜ ଇତିହାସ ସୃଷ୍ଟି କରିଛନ୍ତି। ସବୁଠାରୁ ବଡ଼ କଥା ହେଲା, ଏହି ଭାରତୀୟ ଯୋଡ଼ି ସେମି ଫାଇନାଲ୍‌ରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଦକ୍ଷିଣ କୋରିଆର କୋ ସୁଙ୍ଗ ହୁୟାନ ଓ ଶିନ ବାକେ ଚେଓଲଙ୍କୁ ପରାସ୍ତ କରିଛନ୍ତି।

ଚିରାଗ ଓ ସ୍ୱସ୍ତିକ ସାଇରାଜ ଆଜିର ସେମିଫାଇନାଲ୍‌ ମ୍ୟାଚରେ ଜିତିବେ ବୋଲି କେହି ଆଶା କରି ନଥିଲେ। କାରଣ ଡବ୍ସଲ ରାଙ୍କରେ ଉଭୟ ୧୬ ନଂରେ ସ୍ଥାନରେ ରହିଥିଲେ। ଯେହେତୁ କୋ ସୁଙ୍ଗ ହୁୟାନ ଓ ଶିନ ବାକେ ଚେଓଲ ପୂର୍ବତନ ବିଶ୍ୱ ଚାମ୍ପିୟନ, ସେମାନେ ହିଁ ମ୍ୟାଚ୍‌ ଜିତିବେ ବୋଲି ସମସ୍ତେ ଆଶା କରିଥିଲେ।

ପ୍ରଥମ ସେଟ୍‌ ମଧ୍ୟ ଚିରାଗ ଓ ସ୍ୱସ୍ତିକ ସାଇରାଜଙ୍କ ଯୋଡ଼ି ୨୦-୨୨ରେ ହାରି ଯାଇଥିଲେ। ହେଲେ ପରବର୍ତ୍ତୀ ଦୁଇଟି ଯାକ ସେଟ୍‌ରେ ଉଭୟ ଚମତ୍କାର ପ୍ରଦର୍ଶନ କରିଥିଲେ।

ପ୍ରଥମେ ଚିରାଗ ଓ ସ୍ୱସ୍ତିକ ସାଇରାଜ ଦ୍ୱିତୀୟ ସେଟ୍‌କୁ ବେଶ ସଂଘର୍ଷ କରି ୨୪-୨୨ରେ କବଜା କରିଥିଲେ। ଏହାପରେ ତୃତୀୟ ସେଟ୍‌କୁ ଏକପାଖିଆ ଭାବେ ୨୧-୯ରେ ଜିତି ଭାରତୀୟ ଯୋଡ଼ି ଫାଇନାଲ ଯିବାର ଟିକେଟ୍‌ ହାସଲ କରିଥିଲେ।

ରବିବାର ଫାଇନାଲରେ ଏହି ଦୁଇ ଭାରତୀୟ ଶଟଲରଙ୍କ ମୁକାବିଲା ବିଶ୍ୱର ୨ ନଂ ରାଙ୍କରେ ଥିବା ଚାଇନାର ଲି ଜୁନ ହୁଇ ଓ ଲିଉ ୟେଚନଙ୍କ ସହ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story