ଶେଷ ମ୍ୟାଚରେ ହାରିଲା ଭାରତୀୟ ମହିଳା ଟିମ୍

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ହକି ଟିମ୍ ତୃତୀୟ ତଥା ଶେଷ ମ୍ୟାଚରେ ଆୟୋଜକ ଟିମଠାରୁ ୦-୪ ଗୋଲରେ ପରାସ୍ତ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବା ଭାରତୀୟ ମହିଳା ଟିମ୍ ତୃତୀୟ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଉକ୍ତ ମ୍ୟାଚରେ କୋରିଆ ଭାରତ ଉପରେ ଆରମ୍ଭରୁ ଆକ୍ରମଣ କରିଥିଲା। କିନ୍ତୁ ପ୍ରଥମ କ୍ୱାର୍ଟରରେ ଘରୋଇ ଟିମ୍ ଗୋଲ୍ ଦେବାରେ ସଫଳ ହୋଇନଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ତଥା […]

hockey

hockey

Hemant Lenka
  • Published: Friday, 24 May 2019
  • Updated: 24 May 2019, 10:18 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ହକି ଟିମ୍ ତୃତୀୟ ତଥା ଶେଷ ମ୍ୟାଚରେ ଆୟୋଜକ ଟିମଠାରୁ ୦-୪ ଗୋଲରେ ପରାସ୍ତ ହୋଇଛି। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ କବଜା କରିସାରିଥିବା ଭାରତୀୟ ମହିଳା ଟିମ୍ ତୃତୀୟ ମୁକାବିଲାରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା।

ଉକ୍ତ ମ୍ୟାଚରେ କୋରିଆ ଭାରତ ଉପରେ ଆରମ୍ଭରୁ ଆକ୍ରମଣ କରିଥିଲା। କିନ୍ତୁ ପ୍ରଥମ କ୍ୱାର୍ଟରରେ ଘରୋଇ ଟିମ୍ ଗୋଲ୍ ଦେବାରେ ସଫଳ ହୋଇନଥିଲା। ତେବେ ଦ୍ୱିତୀୟ କ୍ୱାର୍ଟରର ଅନ୍ତିମ ତଥା ମ୍ୟାଚର ୨୯ତମ ମିନିଟରେ ହିସୁନ୍ କୋରିଆ ପାଇଁ ପ୍ରଥମ ଗୋଲ୍ ଦେଇଥିଲେ। ଏଥିସହ ପ୍ରଥମାର୍ଦ୍ଧ ଖେଳ ଶେଷ ସୁଦ୍ଧା କୋରିଆ ୧-୦ ଗୋଲରେ ଆଗୁଆ ଥିଲା।

ଦ୍ୱିତୀୟାର୍ଦ୍ଧରେ କୋରିଆର ଆକ୍ରମଣର ଜବାବ ଭାରତ ପାଖରେ ନଥିଲା । ତୃତୀୟ କ୍ୱାର୍ଟରର ଏକାଦଶ ମିନିଟରେ କୋରିଆ ଲଗାତାର ଦୁଇଟି ଗୋଲ୍ ଦେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ମ୍ୟାଚର ୪୧ତମ ମିନିଟରେ ହ୍ୟୁନଜି ଓ ଜିନା ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ । ଚତୁର୍ଥ କ୍ୱାର୍ଟରର ଅଷ୍ଟମ ତଥା ମ୍ୟାଚର ୫୩ତମ ମିନିଟରେ ୟୁରି କୋରିଆ ପାଇଁ ଚତୁର୍ଥ ଗୋଲ୍ ସ୍କୋର କରିଥିଲେ। ଏହିପରି ଭାବେ କୋରିଆ ମ୍ୟାଚକୁ ୪-୦ ଗୋଲରେ ଏକତରଫା ଭାବେ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story